ଭୁବନେଶ୍ୱର : ମହାନଦୀ ଅବବାହିକାରେ ହେବ ୭ଟି ବ୍ୟାରେଜ । ଗୃହରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ସୂଚନା ଦେଇଛନ୍ତି । ଉପରମୁଣ୍ଡରୁ ଅଧିକ ପାଣି ଆସିବ କହିଛନ୍ତି ରବି ନାଏକ । ଛତିଶଗଡ ସରକାର ସହ ଆଲୋଚନା ହୋଇଛି ।