33.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଏସୟୁସିଆଇ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଏସୟୁସିଆଇ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ଯାଜପୁର: ଆଜି ଏ ଆଇ କେ କେ ଏମ ଏସ ପକ୍ଷରୁ ଦିଲ୍ଲୀ ସୀମାନ୍ତ ରେ ଚାଲି ଥିବା ଚାଷୀ ଆନ୍ଦୋଳନରେ ମୃତ୍ୟୁ ବରଣ କରିଥିବା ଚାଷୀଙ୍କ ସ୍ମୃତି ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦିବସ ସାରା ଦେଶରେ ପାଳିତ ହେଉଅଛି l ଏହି ଅବସରରେ କୋରେଇ ବ୍ଲକ ର ତେନ୍ତୁଳୀଖୁଣ୍ଟା ଠାରେ ଚାଷୀ ନେତା ଶରତ ଜେନା ଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି l ଏହି ସଭାରେ ଏସ ୟୁ ସି ଆଇ (କମ୍ୟୁନିଷ୍ଟ )ଓଡିଶା ରାଜ୍ୟ କମିଟି ସଭ୍ୟ କେଦାରନାଥ ସାହୁ, ଏ ଆଇ କେ କେ ଏମ ଏସ ସଂଗଠକ ଅଲେଖ ମଲିକ, ତୁଷାରକାନ୍ତ ମଲ୍ଲିକ, ବ୍ରଜବନ୍ଧୁ ମଲିକ, ସିଦ୍ଧେଶ୍ୱର ମଲ୍ଲିକ, ପ୍ରଫୁଲ୍ଲ ଜେନା, ବାପି ଜେନା କାହ୍ନୁ ଜେନା ପ୍ରମୁଖ ମୃତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ କେନ୍ଦ୍ର ବି ଜେ ପି ସରକାରଙ୍କ ଚାଷୀ ମlରଣ ନୀତି ର ତୀବ୍ର ସମାଲୋଚନା କରିଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking