36.1 C
Bhubaneswar
Tuesday, June 9, 2026
Homeଓଡିଶାଶାଳପଶି ଜଙ୍ଗଲରେ ଗୁରୁତର ଆହତ ଦନ୍ତା ହାତୀର ଚିକିତ୍ସା ଜାରି

ଶାଳପଶି ଜଙ୍ଗଲରେ ଗୁରୁତର ଆହତ ଦନ୍ତା ହାତୀର ଚିକିତ୍ସା ଜାରି

ଆଠଗଡ଼: ନୂଆଗଡ଼ ସେକ୍ସନ ଶାଳପଶି ଜଙ୍ଗଲ ନିକଟରେ ଗୁରୁତର ଆହତ ଦନ୍ତା ହାତୀର ଚିକିତ୍ସା ଜାରି । ଆଠଗଡ଼ ବନଖଣ୍ଡ ପୂର୍ବ ବନାଞ୍ଚଳ ଅନ୍ତର୍ଗତ ଶାଳପଶି ଜଙ୍ଗଲ ନିକଟରେ ଏକ ଦନ୍ତା ହାତୀର ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ଗୁରୁତର ଅବସ୍ଥାରେ ଆଠଗଡ଼ ACF ମନୋଜ ପାତ୍ରଙ୍କର ଉପସ୍ଥିତିରେ ଢେଙ୍କାନାଳର ଏକ ଡାକ୍ତରୀ ଟିମ୍ ଦ୍ୱାରା ଦନ୍ତାର ଚିକିତ୍ସା ଚାଲିଛି । ହାତୀକୁ ଟ୍ରାଙ୍କୁଲାଇଜ କରିବା ପରେ ଆଘାତ ସ୍ଥାନ ଗୁଡ଼ିକରେ ଚିକିତ୍ସା ଆରମ୍ଭ କରାଯାଇଛି । ସେପଟେ ନରସିଂହପୁର ଜୟପୁର ନର୍ସରୀରେ ହାତୀକୁ ଚିକିତ୍ସା ପାଇଁ ଏକ ଘର ପ୍ରସ୍ତୁତ କରାଯାଉଥିବା ନେଇ ଏସିଏଫ ସୂଚନା ଦେଇଛନ୍ତି । ଦରକାର ପଡ଼ିଲେ ହାତୀକୁ ସେଠାକୁ ନିଆଯାଇ ଚିକିତ୍ସା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking