35.1 C
Bhubaneswar
Saturday, May 4, 2024
Homeଓଡିଶାଆଜିର ଦିନଟି ଆପଣଙ୍କ କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କ କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ଆପଣଙ୍କ ରାଶିରେ ଷଷ୍ଠରେ ଚନ୍ଦ୍ର ଅବସ୍ଥାନ ହେତୁ ପ୍ରଗତି ପଥରେ ଅଗ୍ରସର ହେବ । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବନ୍ଧୁମାନଙ୍କ ସହିତ ବୁଝାମଣା ଭଲ ରହିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ଓ ପରୀକ୍ଷାରେ ଭଲ କରିବେ ।

ବୃଷ : ଆପଣଙ୍କ ରାଶିରେ ପ୍ରଥମରେ ଚନ୍ଦ୍ର ଚଳନ ହେତୁ ଦେବା ଦେବୀଙ୍କ ଧ୍ୟାନରେ ରହିବେ । ଚାକିରୀ ବୃତିରେ ପ୍ରଗତି କରିବେ । ଆର୍ଥିକ ସ୍ଥିତି ମଜବୁତ ହେବ । ପ୍ରେମିକ ସହିତ କାହାରିକୁ ଭୂଲ ବୁଝି ପାରନ୍ତି ।

ମିଥୁନ : ଆଜି ସରକାରୀ କ୍ଷେତ୍ରରେ ଲାଭ ପାଇବେ । କାର୍ଯ୍ୟ ବସ୍ତତା ବଢ଼ିବ । ତର୍କବତର୍କରେ ଭାଗ ନେଇ ଜୟଯୁକ୍ତ ହେବେ । ନୂତନ ଘର ନିର୍ମାଣ ପାଇଁ ଯୋଜନା ତିଆରି କରିପାରନ୍ତି । ଆପଣଙ୍କ ପାଇଁ ଆଜିର ଦିନଟି ଶୁଭ ।

କର୍କଟ : ଚନ୍ଦ୍ର ଅବସ୍ଥିତ ହେତୁ ଆପଣଙ୍କ ବୀରତ୍ୱକୁ କଷ୍ଟ ମିଳିବ । ଚାକିରୀ ବୃତିରେ ଉତ୍ସାହ ସହିତ କାମ କରିବେ । ଧନମାନ ସମ୍ମାନର ବୃଦ୍ଧି ହେବ । ମହିଳା ବନ୍ଧୁଙ୍କ ସହିତ କାହାରିକୁ ଭୂଲିଯାଇପାରନ୍ତି ।

ସିଂହ : ଆପଣଙ୍କ ତୃତୀୟରେ ଚନ୍ଦ୍ର ବୁଧ ଅବସ୍ଥାନ ହେତୁ ଆପଣ ଅର୍ଥ ପାଇପାରନ୍ତି । ଚାକିରୀ ବୃତିରେ ଉତ୍ସାହ ସହିତ କାମ କରିବେ । ଧନ ଓ ମାନସମ୍ମାନରେ ବୃଦ୍ଧି ହେବ । ବ୍ୟବସାୟରେ ବିସ୍ତାର ପାଇଁ ଯୋଜନା ତିଆରି କରିବେ । ସୁସମ୍ବାଦ ପାଇଁ ଆତ୍ମବଳ ବୃଦ୍ଧି ପାଇବ।

କନ୍ୟା : ଆପଣଙ୍କ ଉପସ୍ଥିତ ବୃଦ୍ଧି ଯୋଗୁ ବନ୍ଧୁ ବର୍ଗ ବହୁତ ସହାୟକ ହେବ । ନୂଆ ଚାକିରୀ ମିଳିବାର ସମ୍ଭାବନା ଅଛି । ମହିଳାମାନେ ବସ୍ତ୍ର ଓ ଅଳଙ୍କାର କିଣିବା ପାଇଁ ସହରକୁ ଯାଇପାରନ୍ତି । ଜୀବନରେ ମଧୂରତା ବଢ଼ିବ । ଛାତ୍ରଛାତ୍ରୀମାନେ ଉପକୃତ ହେବେ ।

ତୁଳା : ବହୁତ ଦିନର ଅଟକି ଥିବା କାମ ଆଜି ହାସଲ କରିବେ । ବୁଧ ଓ ଶନି ଚନ୍ଦ୍ରରେ ଥିବା ଯୋଗୁ କାର୍ଯ୍ୟ ବସ୍ତତା ବଢ଼ିବ । ରାତିରେ ବନ୍ଧୁମାନଙ୍କ ସହିତ ସମୟ କାଟିବେ । ସ୍ତ୍ରୀଙ୍କ ଭାବନାକୁ ଆଦରି ନେବେ ।

ବିଛା : ଏକାଦଶରେ ଚନ୍ଦ୍ର ସଂଚରଣ ହେତୁ ଲାଭ ଦାୟକ ହେବ । ଚାକିରୀ ବୃତିରେ ମନବାଞ୍ଛା ପୂର୍ଣ୍ଣ ହେବ । ଛାତ୍ରଛାତ୍ରୀମାନେ ଭଲ କାମ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଆପଣଙ୍କୁ ଅପେକ୍ଷା କରି ରହିବ ।

ଧନୁ : ଆୟ ବୃଦ୍ଧିର ସୁଯୋଗ ପାଇବେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢ଼ିବ । ଆପଣଙ୍କ ରାଶିରେ ଦଶମରେ ଚନ୍ଦ୍ର ହେତୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ । ସୁଖି ରହିବେ ପଦୋନ୍ନତି ହେବାର ସୁଯୋଗ ଅଛି ।

ମକର : ଆଜି ଚାକିରୀରେ ସୁଖି ରହିବେ । ପଦୋନ୍ନତି ଓ ଦରମା କ୍ଷେତ୍ରରେ ବୃଦ୍ଧିର ସୂଚନା ପାଇବେ । ଆପଣଙ୍କର ବୃହସ୍ପତି ସ୍ଥିତି ହେତୁ ପ୍ରଭୂଙ୍କ ପ୍ରତି ବିଶ୍ୱାସ ଆସିବ । ମହିଳାମାନେ ପରିବାରରେ ପ୍ରାଧାନ୍ୟ ବିସ୍ତାର କରିବେ ।

କୁମ୍ଭ : ଅଷ୍ଟମରେ ଚନ୍ଦ୍ର ବିରାଜମାନ କରୁଥିବାରୁ ଆପଣଙ୍କୁ କେହି ନିରାଶ କରିପାରିବେନି । ନିଜର କାମ ନିଷ୍ଠାର ସହିତ କରନ୍ତୁ । ସଫଳତା ପାଇବେ । ମହିଳାମାନେ ନିଆଁ ଓ ଗରମ ପାଣିକୁ ଜଗି ରଖି ଚଳନ୍ତୁ ।

ମୀନ : ବ୍ୟବସାୟ ଆପଣଙ୍କ ରାଶି ଅନୁସାରେ ବହୁତ ଲାଭ ହୋଇପାରେ । ରାଜନୀତିରେ ଲାଭ ପାଇବେ । ଗାଁ ମୁଖିଆଙ୍କ ସହିତ ସମ୍ପର୍କ ମଜଭୁତ ହେବ । ବ୍ୟବସାୟରେ ପ୍ରଗତି କରିବେ । ମହିଳାଙ୍କୁ ଅତି ସୁନ୍ଦର ଉପହାର ମିଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking