32.1 C
Bhubaneswar
Thursday, March 28, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଆଜି ଦିନଟି ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସ୍ୱାସ୍ଥ୍ୟରେ ଅବନତି ଘଟିବ । କର୍ମକ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ପରିବାରରେ ଶାନ୍ତି ମଳିବ । ବ୍ୟବସାୟରେ ଲକ୍ଷ ପୂରଣ ହୋଇପାରେ । ସ୍ତ୍ରୀ ଲୋକମାନେ ଧର୍ମ ପରାୟଣ ହେବେ ।

ବୃଷ : ଆକସ୍ମିକ ଦୁର୍ଘଟଣା ଘଟିବାର ସମ୍ଭାବନା ଅଛି । ବ୍ୟବସାୟରେ ଲାଭ ହୋଇପାରିବ ନାହିଁ । କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି । ପାରିବାରିକ ଜୀବନରେ ସୁଖ ଆସିବ ନାହିଁ । ମହିଳାମାନେ ଗୃହ କାର୍ଯ୍ୟରେ ଲାଗି ରହିବେ । ଦେହ ଭଲ ରହିବ ନାହିଁ ।

ମିଥୁନ : ଶାରୀରିକ ସୁସ୍ଥତା ଦେଖାଦେବ । କର୍ମକ୍ଷେତ୍ରରେ ଶୁଭ ଫଳ ମିଳିବ । ବ୍ୟବସାୟ ଭଲରେ ଚାଲିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ହସ ଖୁସିର ବାତାବରଣ ଦେଖାଦେବ । ଦ୍ରବ୍ୟ ଲାଭର ଯୋଗ ଅଛି । ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ପାଇବେ ।

କର୍କଟ : କର୍ମନିଯୁକ୍ତି ପାଇପାରନ୍ତି । ବ୍ୟବସାୟରେ ଲାଭର ସମ୍ଭାବନା ଅଛି । ସ୍ୱାସ୍ଥ୍ୟ ଭଲ ରହିବ । ପରିବାରରେ ହସଖୁସିର ବାତାବରଣ ଦେଖାଦେବ । ଦ୍ରବ୍ୟ କିଣିବାକୁ ଯାଇପାରନ୍ତି । ପିଲାମାନେ ବିଦ୍ୟା ଅର୍ଜନ କରିବେ ।

ସିଂହ : କର୍ମକ୍ଷେତ୍ରରେ ସୂନାମ ଅର୍ଜନ କରିବେ । ଚାକିରୀରେ ପ୍ରତିଷ୍ଠିତ ହେବେ । ବ୍ୟବସାୟରେ ଆଶାଜନକ ଲାଭ ପାଇବେ । ପରିବାରରେ ଶାନ୍ତି ମିଳିବ । ମହିଳା ଓ ବିଦ୍ୟାର୍ଥୀମାନେ ସଫଳତା ଲାଭ କରିବେ । ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ଛୋଟ କଥାକୁ କେନ୍ଦ୍ର କରି କଳହ ଲାଗିବ ।

କନ୍ୟା : ଆଜି କେତେକ ଗୁରୁତ୍ୱପୂର୍ଣ୍ଣ କାମ କରିପାରନ୍ତି । ଯାନବାହନ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନୀତ ହେବାର ଅନୁମେୟ ପାଇବେ । ବ୍ୟବସାୟରେ ଉନ୍ନତି ଘଟିବ । ପରିବାରରେ ଶାନ୍ତି ସହ ସ୍ୱାସ୍ଥ୍ୟ ଭଲ ରହିବ । ମହିଳାମାନେ ଭୂଲ କରି ଚିନ୍ତିତ ହେବେ ।

ତୁଳା : ଅର୍ଥ ହାନି ହୋଇପାରେ । ଯାନବାହନରେ ଦୁର୍ଘଟଣା ଘଟିପାରେ । ଚାକିରୀ କ୍ଷେତ୍ରରେ ସ୍ଥାନାନ୍ତରିତ ହୋଇପାରନ୍ତି । ବ୍ୟବସାୟରେ କ୍ଷତିର ସମ୍ଭାବନା ଅଛି । ପରିବରାରରେ ଅଶାନ୍ତି ଦେଖାଦେଇପାରେ । ମହିଳାମାନେ ଗୃହକାର୍ଯ୍ୟରେ ମନଦେଇ ପାରିବେନି ।

ବିଛା : ଆଜି ଦିନଟି ଆପଣଙ୍କ ପକ୍ଷେ ଶୁଭ ଦାୟକ ଅଟେ । ଆୟ ପନ୍ଥା ଉତମ ହେବ । କୌଣସି ସମସ୍ୟାରୁ ମୁକ୍ତି ପାଇବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଗୃହରେ ବିବାହ କାର୍ଯ୍ୟ କରିବା ପାଇଁ ଆୟୋଜନରେ ଲାଗିପଡ଼ିବେ ।

ଧନୁ : କର୍ମକ୍ଷେତ୍ରରେ ସଫଳତା ପାଇପାରିବେ ନାହିଁ । ଚାକିରୀ ତଥା ବ୍ୟବସାୟରେ ପଦୋନ୍ନତି ଘଟିପାରେ । ରାଜନୈତିକ କ୍ଷେତ୍ରରେ ପ୍ରିୟଭାଜନ ହୋଇପାରିବେ ନାହିଁ । ଆୟ ଉତମ ହୋଇପାରେ । ମହିଳାମାନେ ଧର୍ମ କ୍ଷେତ୍ରରେ ମନବିନିଯୋଗ କରିବେ ।

ମକର : କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ନୂତନ ବ୍ୟବସାୟରେ ଲାଭ ପାଇବେ । ପରିବାରରେ ଶାନ୍ତି ମିଳିବ । ନୂତନ ଜମି କ୍ରୟ କରିପାରନ୍ତି । ମହିଳା ଓ ବିଦ୍ୟାର୍ଥୀମାନେ ନିନ୍ଦିତ ହେବେ । ଗୃହ କାର୍ଯ୍ୟରେ ମନଦେଇ ପାରନ୍ତି ।

କୁମ୍ଭ : କର୍ମକ୍ଷେତ୍ରରେ ନିଜ ଲୋକ ଶତ୍ରୁତା କରିପାରନ୍ତି । ଘରଲୋକ ହଇରାଣରେ ପକାଇ ପାରନ୍ତି । ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ । ଭାତୃ ବିବାଦ ଲାଗି ରହିବ । ନୂତନ ଗୃହ କିଣିବା ଆଶାରେ ଯୋଜନା ଅଛି ।

ମୀନ : ଦୂର ଯାତ୍ରାରେ ଯୋଗ ଅଛି । ବ୍ୟବସାୟରେ ସମାନ୍ୟ ଲାଭ ଆଶା ଅଛି । ସ୍ୱାସ୍ଥ୍ୟରେ ସମ।।ନ୍ୟ ପରିବର୍ତନ ଘଟିବ । କର୍ମକ୍ଷେତ୍ରରେ ନିନ୍ଦିତ ହୋଇପାରନ୍ତି । ପରିବାରେ ଆନନ୍ଦ ଦେଖାଦେବ । ବିବାହ କାର୍ଯ୍ୟରେ ଯୋଗ ଦେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking