29.1 C
Bhubaneswar
Wednesday, May 1, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ : ବ୍ୟବସାୟରେ ଲାଭବାନ ହେବେ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ବହୁତ ଦିନର ରୋଗରୁ ମୁକ୍ତ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ଘଟିବ । ପରିବାରରେ ଶାନ୍ତି ମିଳିବ । ନୂତନ ନିଯୁକ୍ତି ସୃଷ୍ଟି ହୋଇପାରେ । ଶରୀର ସୁସ୍ଥ ରହିବ ।

ବୃଷ : ଜଟିଳ ସମସ୍ୟାର ସମାଧାନ ହୋଇଯିବ । ନୂତନ ଭୂମି କ୍ରୟ କରିପାରନ୍ତି । ବ୍ୟବସାୟରେ ଲାଭର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ । ପରିବାରରେ ଶାନ୍ତି ମିଳିବ । ମହିଳା ଓ ବିଦ୍ୟାର୍ଥୀମାନେ ଖୁସିରେ ସମୟ କାଟିବେ ।

ମିଥୁନ : ଆଜି ବ୍ୟୟ ଅଧିକ ହେବ । ଆଗକୁ ଅଭାବ ଦେଖାଦେବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶରୀରରେ ସାମାନ୍ୟ ଅସୁସ୍ଥ ଦେଖାଦେବ । ମହିଳା ଓ ବିଦ୍ୟାର୍ଥୀମାନେ ପ୍ରଶଂସିତ ହେବେ ।

କର୍କଟ : କର୍ମକ୍ଷେତ୍ରରେ ସହକର୍ମୀମାନେ ଅସୁବିଧାରେ ପକାଇପାରନ୍ତି । ବ୍ୟବସାୟରେ କ୍ଷତି ଘଟିବାର ସମ୍ଭାବନା ଅଛି । ଶରୀର ସୁସ୍ଥ ରହିବ । ପରିବାରରେ ଭାତୃ ବିବାଦ ଦେଖାଦେଇପାରେ । ମହିଳା ଓ ବିଦ୍ୟାର୍ଥୀମାନେ କଷ୍ଠ ଅନୁଭବ କରିବେ ।

ସିଂହ : କର୍ମକ୍ଷେତ୍ରରେ ଅପମାନିତ ତଥା ବ୍ୟବସାୟରେ କ୍ଷତିରେ ପଡ଼ିବେ । ଶରୀର ସୁସ୍ଥ ରହିବ । ପରିବାରର ଅଶାନ୍ତିକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସାମାନ୍ୟ ଘଟଣା ନେଇ ଜଟିଳ ହୋଇଯିବ । ମହିଳା ଓ ଛାତ୍ରଛାତ୍ରୀମାନେ ଜିଦ୍ କରିବେ ।

କନ୍ୟା : କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରେ । ମନ ଅସ୍ଥିର ରହିପାରେ । ପାରିବାରିକ ଅଶାନ୍ତି ଦେଖାଦେବ । ବ୍ୟବସାୟରେ ଲାଭର ଆଶା କମ୍ । ସ୍ୱାସ୍ଥ୍ୟ ଅନୁରୂପ ଭଲ ରହିବ । କୌଣସି ଅସୁବିଧାରେ ପଡ଼ିପାରନ୍ତି । ମହିଳା ଓ ଛାତ୍ରଛାତ୍ରୀ କର୍ମତତ୍ପର ହେବେ ।

ତୁଳା : ବନ୍ଧୁମାନଙ୍କ ପ୍ରତି ସ୍ନେହ ଭାବ ଆସିବ । ସ୍ତ୍ରୀ ଓ ପିଲାମାନଙ୍କ ପାଇଁ ବ୍ୟସ୍ତ ହେବେ । ବ୍ୟବସାୟରେ ମଧ୍ୟମଧରଣର ଲାଭ ହେବ । ଆପଣଙ୍କର ଶରୀର ସୁସ୍ଥ ରହିବ । ମହିଳାମାନେ ପାରିବାରିକ ଅଶାନ୍ତି ନେଇ ଚିନ୍ତିତ ରହିବେ । ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ମନ ଦେବେ ।

ବିଛା : ଆଜି ଦିନଟି ଆପଣଙ୍କ ପାଇଁ ଶୁଭ ପଦ ହେବ । ସତର୍କତା ସହ ଚଳିବାକୁ ଚେଷ୍ଟା କରନ୍ତୁ । କେତେକ କ୍ଷେତ୍ରରେ ଅଯଥା ଅପମାନିତ ହୋଇପାରନ୍ତି । କର୍ମକ୍ଷେତ୍ରରେ ଅଶାନ୍ତି ଦେଖାଦେବ । ବ୍ୟବସାୟରେ କ୍ଷତି ସହିବେ । ମହିଳା ଓ ଛାତ୍ରଛାତ୍ରୀମାନେ ଖୁସି ହେବେ ।

ଧନୁ : ପାରିବାରିକ ଶାନ୍ତି ପାଇବେ । ଆପଣଙ୍କର ବହୂଳ ଭାବେ ଅର୍ଥଭାବ ଦୂର ହେବ । ଶୁଭାଶୁଭ ଖବର ପ୍ରାପ୍ତ ହେବ । କୃଷି କ୍ଷେତ୍ରରେ ଲାଭବାନ ହେବେ । ମହିଳାମାନେ ରୋଜଗାର କ୍ଷମ ହେବେ । ଛାତ୍ରଛାତ୍ରୀମାନେ ନୂତନ ଶିକ୍ଷାରେ ଅଧ୍ୟୟନ କରିବେ ।

ମକର: ଆଜି ଯାନବାହନ କ୍ରୟର ଯୋଗ ରହିଛି । ବ୍ୟବସାୟରେ ଅଗ୍ରଗତି ଘଟିବ । କାର୍ଯ୍ୟରେ ଚଂଚଳତା ରହିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ସାମୂହିକ କାର୍ଯ୍ୟରେ ଆଗେଇବା ଉଚିତ । ଦେହ ସୁସ୍ଥ ରହିପାରେ ।

କୁମ୍ଭ: ଦିନସାରା ମନ ପ୍ରଫୁଲ୍ଲିତ ରହିବ । ତୀର୍ଥ ଭ୍ରମଣର ଯୋଗ ରହିଛି । ମନ ଚଂଚଳ ରହିବ । ବାଦ ବିବାଦରେ ବିଜୟୀ ହେବେ । ଗୃହ କାର୍ଯ୍ୟରେ ବ୍ୟସ୍ତ ରହିବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି ।

ମୀନ: କର୍ମ କ୍ଷେତ୍ରରେ ଅଶାନ୍ତି ଉପୁଯିପାରେ । ଦେବଦର୍ଶନ କରି ଆନନ୍ଦିତ ହେବେ । ପାରିବାରିକ ଅଶାନ୍ତି ଦେଖାଯିବ । ଶିକ୍ଷା କ୍ଷେତ୍ରରେ ଅଭିଜ୍ଞତା ବଢିବ । କାର୍ଯ୍ୟରେ ବାଧା ବଢିପାରେ । ମହିଳା ମାନେ ଗୃହ କାର୍ଯ୍ୟରେ ସଫଳ ପାଇବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking