28.1 C
Bhubaneswar
Saturday, April 27, 2024
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଅର୍ଥଭାବ ଏଡ଼ାଇ ପାରିବେ । ମନ ଭଲ ରହିବ । ଦେବ ପୂଜା କରି ଖୁସି ହେବେ । ସବୁ ଦିଗରୁ ହତାସ ହେବେ । ଅସୁସ୍ଥତା ପାଇଁ ବ୍ୟସ୍ତ ରହିବେ ।
ବୃଷ : ହଠାତ୍ ଦୁର୍ଘଟଣାରେ ପଡ଼ିପାରନ୍ତି । ନୂତନ ନିଯୁକ୍ତି ପାଇପାରନ୍ତି । ଦାୟିତ୍ୱରେ ପରିବର୍ତନ ଘଟିପାରେ । ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ପାରିପାଶ୍ୱର୍କ ବୁଝାମଣା ଠିକ୍ ରହିବ ।
ମିଥୁନ : ବିବାଦରେ ତୃଟି ଦେଖାଯିବ । ପରିସ୍ଥିତି ଉଦାସିନ ରହିବ । କାର୍ଯ୍ୟବ୍ୟସ୍ତତା ବଢ଼ିଯିବ । ଗୃହ ଉପକଣ ସଂଗ୍ରହ କରିବେ । ସହକର୍ମୀଙ୍କ ବିରୋଧ ବଢ଼ିବ । କାର୍ଯ୍ୟସଫଳ ହେବେ । ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଅଟକିଥିବା କାର୍ଯ୍ୟ ଆଗେଇବ ।
କର୍କଟ : ଚିନ୍ତା ଦୂରେଇ ଯିବ । ପରିସ୍ଥିତି ପ୍ରତି ଉଦାସିନ ରହିବେ । ଶତ୍ରୁ ଚିନ୍ତାରେ ବ୍ୟସ୍ତ ରହିବେ । ଦୂର ବନ୍ଧୁଙ୍କ ସହାୟତା ପାଇବେ । ଅପ୍ରିୟ ପରିସ୍ଥିତିରୁ ଉଧୁରି ଯିବେ । ଅର୍ଥଭାବ ଦୂର ହେବ ।
ସିଂହ : ବନ୍ଧୁବର୍ଗରେ ମତାନ୍ତର ଘଟିପାରେ । ଗୃହରୁ ଆନନ୍ଦ ପାଇବେ । ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ । ବୃଥାକାର୍ଯ୍ୟରେ ବ୍ୟୟ ବଢ଼ିବ ।
କନ୍ୟା : ବୃଥା ଭ୍ରମଣ କରିପାରନ୍ତି । ସୁଖ ସମ୍ମାନ ପାଇବେ । ଦିନ ସାରା ବ୍ୟସ୍ତ ରହିବେ । ମାନସିକ ଶାନ୍ତି ଭୋଗିବେ । କର୍ମ ଚଂଚଳ ହେବେ । ପରିସ୍ଥିତିରୁ ସଂଯମ ହରାଇପାରନ୍ତି ।
ତୁଳା : ଭାତୃ ବିବାଦରେ ପଡ଼ିପାରନ୍ତି । ଗୃହ କାର୍ଯ୍ୟରେ ମନଦେବେ । ପାରିବାରିକ ଅଶାନ୍ତି ସୃଷ୍ଟି ହେବ । ଭାବ ପ୍ରବଣତା ବଢ଼ିବ । ଆଘାତ ପାଇପାରନ୍ତି । ମାନସିକ ବ୍ୟସ୍ତତା ବଢ଼ିବ । କାର୍ଯ୍ୟଭାର ହେତୁ ବ୍ୟଗ୍ରତ ହେବେ । ଆର୍ଥିକ ଅବସ୍ଥାରେ ପରିବର୍ତନ ଦେଖାଯିବ ।
ବିଛା : ଦେବାଳୟ କାର୍ଯ୍ୟରେ ଯୋଗ ଦେବେ । କୁଟୁମ୍ବ ହେତୁକ ଅଶାନ୍ତି ବଢ଼ିବ । ବୃଥା ଭ୍ରମଣ କରିପାରନ୍ତି । ବନ୍ଧୁ ସାହାଯ୍ୟ ପାଇଁ ଚେଷ୍ଟା କରିବେ । କାର୍ଯ୍ୟରେ ଶାନ୍ତି ସୃଷ୍ଟି ହେବ । ମାନସିକ ପ୍ରଫୁଲ୍ଲତା ସୃଷ୍ଟି ହେବ । ଭାତୃ ବିବାଦରେ ପଡ଼ି ଦୁଃଖ ପ୍ରକାଶ କରିବେ ।
ଧନୁ : କାର୍ଯ୍ୟରେ ସଫଳ ହୋଇପାରନ୍ତି । କୃତିତ୍ୱ ହେତୁ ସମ୍ମାନୀତ ହେବେ । ହାନି ସହିବାରେ ବାଧ୍ୟ ହେବେ । ମାନସିକ ଅଶାନ୍ତି ବଢ଼ିବ । ବନ୍ଧୁ ବର୍ଗରେ ମତାନ୍ତର ଘଟିପାରେ ।
ମକର : ଆଇନଗତ ସମସ୍ୟାର ସମାଧାନ ହେବ । ଆକସ୍ମିକ ଧନପ୍ରାପ୍ତି ହୋଇପାରେ । ସୁସ୍ଥ ଭଲ ରହିବ । ସମ୍ମାନୀତ ହୋଇପାରନ୍ତି । ନଷ୍ଟ ଦ୍ରବ୍ୟ ପାଇପାରନ୍ତି ।
କୁମ୍ଭ : ମାନ ସମ୍ମାନ ମିଳିପାରେ । ପଶୁ ଲାଭ ଘଟିପାରେ । କର୍ମକ୍ଷେତ୍ରରେ ବିଳମ୍ବ ଘଟିବ ଓ କାର୍ଯ୍ୟ ଅସମ୍ପୂର୍ଣ୍ଣ ହେବ । କୃଷି କାର୍ଯ୍ୟରେ ଆନନ୍ଦ ପାଇବେ ।
ମୀନ : ଗୃହରେ ବିବାଦ ଲାଗି ରହିବ । ଯାତ୍ରାରେ ସଫଳ ହେବେ । ଅର୍ଥ ପାଇଁ ବ୍ୟସ୍ତ ରହିବେ । ଅପ୍ରିୟ ପରିସ୍ଥିତିରେ ପଡ଼ିବେ । ସାହାସିକ ପଦଷକ୍ଷପ ନେଇପାରନ୍ତି । ମହିଳାମାନେ ଛୋଟ କଥାକୁ ନେଇ କଳହ କରିପାରନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking