28.1 C
Bhubaneswar
Tuesday, May 5, 2026
Homeଓଡିଶାଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା....

ଆଜିର ଦିନଟି ଆପଣଙ୍କର କେମିତି କଟିବ, ଆସନ୍ତୁ ଜାଣିବା….

ମେଷ: ଆଜି ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। କର୍ମ କ୍ଷେତ୍ରକୁ ତ୍ୱରାନିତ୍ୱ କରିବେ। ବ୍ୟବସାୟରେ ଢେର ଉନ୍ନତି ଘଟିବ। ଗୁରୁକୃପା ଲାଭ କରିବେ।

ବୃଷ:କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ସମ୍ମାନିତ ହେବାର ସୂଚନା ମିଳୁଛି। ଧନ କ୍ଷୟ ହୋଇପାରେ। ସତପଥ ଗାମୀ ହେବେ। କୃଷି କାର୍ଯ୍ୟରେ ଧ୍ୟାନ ଦେବେ। ଜନ ସମର୍ଥ ମିଳିବ।

ମିଥୁନ: ନିଜ କାର୍ଯ୍ୟ ପାଇଁ ଆନନ୍ଦ ଅନୁଭବ କରି ପାରନ୍ତିି। ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରେ। କର୍ମ କ୍ଷେତ୍ରରେ ଢେର ଉନ୍ନତି ଘଟିବ। ଅର୍ଥପ୍ରାପ୍ତିର ସୁଯୋଗ ଅଛି।

କର୍କଟ: ଉଚ୍ଚ ଶିକ୍ଷାରେ ଆଗକୁ ବଢ଼ିବେ। କର୍ତ୍ତବ୍ୟ ନିଷ୍ଠ ହେବେ। ରୁଚିକର ଭୋଜନରେ ଆପାୟିତ ହୋଇପାରନ୍ତି। ବ୍ୟବସାୟରେ ଲାଭବାନ ହୋଇପାରିବେ । ସର୍ବସୁଖ ମିଳି ପାରିବ।

ସିଂହ: ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବେ। ବହୁ ଶୁଭ ଫଳ ମିଳିବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ହଠାତ କିଛି ଅର୍ଥ ମିଳିପାରେ। ବିଭିନ୍ନ ଦିଗରୁ ଆର୍ଥିକ ସ୍ରୋତ ବହିବ।

କନ୍ୟା: କିଛି ଭୁଲ କାର୍ଯ୍ୟ ନ କରି ମଧ୍ୟ ଅଯଥା ହନ୍ତସନ୍ତ ହୋଇପାରନ୍ତି। କୃଷିକର୍ମ ଦକ୍ଷ ହେବେ । ଯାନବାହନ ସୁଖ ମିଳିପାରେ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ। ଅର୍ଥ ମିଳିବ।

ତୁଳା:କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବ। ସାମାନ୍ୟ ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ।

ବିଛା: ନୂତନ ଗୃହର କାର୍ଯ୍ୟ ଆରମ୍ଭ କରିପାରନ୍ତି। ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ। ଭାଗ୍ୟରେ ପରିବର୍ତ୍ତନ ଘଟିପାରେ ।

ଧନୁ:ପୂର୍ବରୁୂ ଚାଲୁ ରହିଥିବା ଯୋଜନାରେ ପରିବର୍ତ୍ତନ ଘଟାଇ ନୂତନ ଯୋଜନା ପ୍ରଣୟନ କରିବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆୟ ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାନ୍ତି।

ମକର:ନୂତନ ଜମି କିଣିବାର ସୁଯୋଗ ମିଳିବ। ବ୍ୟୟ ପରିମାଣ ବୃଦ୍ଧି ହେବ। ଏକାଗ୍ରତା ଫଳ ସୁଖଦାୟକ ହେବ। କଥା ଶୈଳୀରେ ଶତ୍ରୁଙ୍କୁ ବଶ କରିପାରନ୍ତି। ଚଞ୍ଚଳ ହେବେ ଏବଂ କାର୍ଯ୍ୟ ହାସଲ କରିବେ ।

କୁମ୍ଭ:ଆୟ ଆଶାନୁରୂପ ହେବ। ଚନ୍ଦ୍ର ଭୋଗ ହେତୁ ଯାନବାହନରେ ସତର୍କତା ଅବଲମ୍ବନ କରିବେ। ସୁସ୍ଥ ଓ ନିରାମୟ ରହିବେ। ଉଚ୍ଚ ମହଲରେ ସମ୍ମାନିତ ହୋଇପାରନ୍ତି।

ମୀନ:ଆଜି ଧନ ପ୍ରାପ୍ତି ହେବେ। ଗୁରୁତ୍ୱପୁର୍ଣ୍ଣ କ୍ଷେତ୍ରରେ ବିଜୟୀ ଭାବ ପ୍ରଦର୍ଶନ କରି ପ୍ରଶଂସନୀୟ ହେବେ। ବହୁ ମିତ୍ରଭ୍‌ତକ ସାନ୍ନିଧ୍ୟ ମିଳିବ। ପ୍ରବଳ ପ୍ରତାପୀ ହେବେ। ଦୃଢ ପୌରୁଷ ପଣିଆ ହୋଇପାରନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking