28.2 C
Bhubaneswar
Tuesday, June 23, 2026
Homeଓଡିଶାଆଜି ଶ୍ରାବଣ ମାସର ଶେଷ ସୋମବାର

ଆଜି ଶ୍ରାବଣ ମାସର ଶେଷ ସୋମବାର

ଭୁବନେଶ୍ଵର : ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର। ଏହି ଅବସରରେ ଜଳଲାଗି ପାଇଁ ଶିବ ମନ୍ଦିରରେ କାଉଡିଆଙ୍କ ର ଭିଡ ଲାଗିଛି। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବଳ ଭିଡ ଜମାଇଛନ୍ତି। ପ୍ରଭୁ ଲିଙ୍ଗରାଜ, ବାବା ଧବଳେଶ୍ଵର , ବାବା ଆଖଣ୍ଡଳମଣି ଓ ପୁରୀର ବାବା ଲୋକନାଥଙ୍କ ପୀଠ ସବୁଠି ହଜାର ହଜାର କାଉଡିଆଙ୍କ ସମାଗମ ହୋଇଛି। ନିଜ ନିଜର ମନସ୍କାମନା ପୂରଣ ଲାଗି ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି କାଉଡିଆ। ବୋଲବମ୍ ନାରା ଗଗନପବନ ପ୍ରକମ୍ପିତ ହେଉଛି। ସେପଟେ ପ୍ରବଳ ଭକ୍ତଙ୍କ ସମାଗମକୁ ଦେଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking