32.1 C
Bhubaneswar
Tuesday, April 23, 2024
Homeଖେଳଆଜି କ୍ବାଲିଫାୟର-୨ : ଫାଇନାଲ ଲକ୍ଷ୍ୟରେ ଦିଲ୍ଲୀ ଓ ହାଇଦ୍ରାବାଦ

ଆଜି କ୍ବାଲିଫାୟର-୨ : ଫାଇନାଲ ଲକ୍ଷ୍ୟରେ ଦିଲ୍ଲୀ ଓ ହାଇଦ୍ରାବାଦ

ଆବୁଧାବି : ଆଇପିଏଲ-୧୩ର ୨ୟ କ୍ବାଲିଫାୟାର ଆଜି । ଫାଇନାଲ ଖେଳିବା ପାଇଁ ଡେଭିଡ୍‌ ୱାର୍ଣ୍ଣର ଓ ଶ୍ରେୟାସ ଆୟର ମୁହାଁମୁହିଁ ହେବେ। ପୂର୍ବତନ ଚମ୍ପିଆନ୍ ହାଇଦ୍ରାବାଦ ୩ୟ ଥର ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଥିବା ବେଳେ ଦିଲ୍ଲୀ ପ୍ରଥମଥର ଫାଇନାଲ ଖେଳିବା ଲକ୍ଷ୍ୟରେ ରହିଛି। ପ୍ଲେଅଫ୍‌ରେ ପହଞ୍ଚିବା ଲାଗି ସନ୍‌ରାଇଜର୍ସକୁ ତା’ର ଶେଷ ୩ଟିଯାକ ମ୍ୟାଚ୍ ଜିତିବାର ଥିଲେ ହେଁ ଏଥିରେ ସଫଳ ହୋଇଥିଲା। ପୁଣି ଏଲିମିନେଟରରେ ଏହା ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ବିଦାକରି ଏଠାରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking