27.1 C
Bhubaneswar
Thursday, April 25, 2024
Homeଓଡିଶା୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

୧ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ରାୟଗଡା : ରାୟଗଡା ପୋଲିସ ଶନିବାର ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ଗଂଜେଇ ଜବତ ଜରିଛନ୍ତି। ସହରର jsco କୋଲନି ନିକଟରୁ ପ୍ରାୟ 1114 କେଜି ଗଂଜେଇ ଭର୍ତି ଟ୍ରକ ଜବତ କରିଥିବା ବେଳେ ଏହି ଜବତ ଗଂଜେଇର ମୁଲ୍ୟ ପ୍ରାୟ ଏକ କୋଟିରୁ ଉର୍ଧ୍ୟ ହେବ ବୋଲି ରାୟଗଡା ଏସ ପି ସୂଚନା ଦେଇଛନ୍ତି । ବିଶ୍ୱସ୍ତ ଖବରରୁ ଖବର ପାଇ ରାୟଗଡା ପୋଲିସ ରାୟଗଡା ସହର jsco କଲନି ନିକଟରୁ ଗଂଜେଇ ଭର୍ତି ଟ୍ରକ ଜବତ କରିଥିବା ବେଳେ driver ଅନିଲ ଯାଦବ ଫେରାର ହେଇଯାଇଛି । ଟ୍ରକଟି ମହାରାଷ୍ଟ୍ର ର ହେଇଥିବାବେଳେ ଟ୍ରକ କେଉଁ ସ୍ଥାନରୁ ଏହି ଗଂଜେଇ ନେଇ ଯାଉଥିଲା ତାହାର ଅଧିକ ତଦନ୍ତ ଜାରି ରଖିଥିବା ରାୟଗଡା ଏସ ପି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking