ବିଜୁ ନାଗରିକ ମଞ୍ଚରେ ସୌମ୍ୟ ପଟ୍ଟନାୟକ ବୟାନ ରଖି କହିଛନ୍ତି, ଦୁଃସାହସ ଓ ଓଡିଶାକୁ ଭଲ ପାଇବା ହେଉଛି ବିଜୁ ଲିଗାସୀ । ବିଜୁ ଲିଗାସୀ କଥା ନବୁଝି ଆମେ ପ୍ରଚାର କରୁଛୁ । ସବୁ ସମାଜରେ ଗଣତନ୍ତ୍ରକୁ ଦୃଢ କରିବାକୁ ନାଗରିକ ମଞ୍ଚର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଓଡିଶା ନାଗରିକ ମଞ୍ଚ କୌଣସି ରାଜନୈତିକ ଦଳ ନୁହେଁ । ପ୍ରତି ବ୍ଲକ, ପଞ୍ଚାୟତରେ ହେବ ନାଗରିକ ମଞ୍ଚ । ଆମର ପାର୍ଟି ହେବାର ନାହିଁ , କିନ୍ତୁ ଏହି ଚର୍ଚ୍ଚା ଅନ୍ୟ ଦଳ ପାଇଁ ସତର୍କ ଘଣ୍ଟି ।










