32.5 C
Bhubaneswar
Friday, April 17, 2026
Homeଦେଶ ବିଦେଶନିର୍ବାଚନୀ ନକ୍ସା ବଦଳାଇବାକୁ ଉଦ୍ୟମ: ରାହୁଲ

ନିର୍ବାଚନୀ ନକ୍ସା ବଦଳାଇବାକୁ ଉଦ୍ୟମ: ରାହୁଲ

ନୂଆଦିଲ୍ଲୀ: ଡିଲିମିଟେସନକୁ ନେଇ ସଂସଦରେ ରାହୁଲ ଗାନ୍ଧି ଟାର୍ଗେଟ କରି କହିଛନ୍ତି , ଏହା ମହିଳା ସଂରକ୍ଷଣ ବିଲ ନୁହେଁ । ମହିଳା ସଶକ୍ତୀକରଣ ସହ ଏହାର କୌଣସି ସଂପର୍କ ନାହିଁ । କେବଳ ନିର୍ବାଚନୀ ନକ୍ସା ବଦଳାଇବାକୁ ଉଦ୍ୟମ ।ଏହା ଅତ୍ୟନ୍ତ ଲଜ୍ଜାଜନକ । ଏମାନଙ୍କ ପାଇଁ ସମ୍ବିଧାନଠୁ ଉପରେ ମନୁବାଦ । ଏହି ବିଲର ଉଦ୍ଦେଶୟ ହେଉଛି ରାଷ୍ଟ୍ର ବିରୋଧୀ । ଏହା ଦ୍ୱାରା ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଭେଦଭାବ ସୃଷ୍ଟି କରାଯାଉଛି । ସବୁ କ୍ଷେତ୍ରରେ ଦଳିତ ଆଦିବାସୀଙ୍କ ଭାଗିଦାରୀ ଶେଷ ହେବାକୁ ଯାଉଛି । ଶକ୍ତି ହ୍ରାସ ପାଉଥିବାରୁ ବିଜେପି ଏବେ ଭୟଭୀତ । ନିର୍ବାଚନୀ ନକ୍ସା ପୁନଃନିର୍ମାଣ ପାଇଁ ଉଦ୍ୟମ ଚାଲିଛି । ଆସାମ, କାଶ୍ମୀରରେ ହୋଇସାରିଛି, ପୂରା ଦେଶରେ କରିବାକୁ ଉଦ୍ୟମ । ଆମେ ଏହା ସରକାରକୁ କରିବାକୁ ଦେବୁ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking