38.1 C
Bhubaneswar
Friday, April 26, 2024
Homeଓଡିଶାଭ୍ୟାନ ଓଲଟି ୨ ମୃତ, ୯ ଗୁରୁତର

ଭ୍ୟାନ ଓଲଟି ୨ ମୃତ, ୯ ଗୁରୁତର

ଧର୍ମଗଡ : ପିକଅପ ଭ୍ୟାନ ଓଲଟି ୨ ମୃତ ୯ ଗୁରୁତର ହୋଇଛନ୍ତି । ରାସନ ଚାଉଳ ନେଇ ଫେରିବା ବେଳେ ସିଙ୍ଗାରୀ ଘାଟିରେ ଦୁର୍ଘଟଣା । ଥୁ ରାମପୁର ବ୍ଲକ ସିନ୍ଧିପଦର ଗାଁ ରୁ ବାର୍ଷିକୋନାକୁ ଫେରୁଥିଲେ । ଗୁରୁତର ୯ ଜଣ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking