27.1 C
Bhubaneswar
Thursday, April 25, 2024
Homeଓଡିଶାନବମ ପରୀକ୍ଷା ଦେଲେନି ୧୫ ହଜାର ପିଲା

ନବମ ପରୀକ୍ଷା ଦେଲେନି ୧୫ ହଜାର ପିଲା

ଭୁବନେଶ୍ୱର : ମାଟ୍ରିକ ଭଳି ନବମ ପରୀକ୍ଷା ଦେଲେନି ହଜାର ହଜାର ପିଲା । ଏବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଇ ନାହାନ୍ତି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟ ରେ ଚିନ୍ତା ଜନକ ତଥ୍ୟ ପ୍ରକାଶ ପାଇଛି । ଏବର୍ଷ ନବମ ପରୀକ୍ଷା ଦେଇଥାନ୍ତେ ମୋଟ ୫,୬୬,୨୬୯ ପିଲା । ତେବେ ପରୀକ୍ଷା ଦେଇଥିଲେ ମୋ ୫,୫୧, ୩୩୪ ପିଲା । ଆଜି ପ୍ରକାଶିତ ରେଜଲ୍ଟ ରେ ୯୦୩୯ ପିଲାଙ୍କୁ ବ୧ ଗ୍ରେଡ । ପରୀକ୍ଷା ଦେଇଥିବା ସମସ୍ତ ପିଲା ଦଶମକୁ ଉତୀର୍ଣ୍ଣ ହେବେ କହିଲା ବୋର୍ଡ । ତେବେ (ଲସସ) ପାଇଥିବା ୩୦,୧୩୮ ପିଲାଙ୍କୁ ଇମ୍ପ୍ରୁଭମେଣ୍ଟ ଟେଷ୍ଟ ଦେବାକୁ ପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking