24.1 C
Bhubaneswar
Friday, March 14, 2025
Homeଓଡିଶାଭାରସ୍ୟାମ ହରାଇ ଓଲଟି ପଡିଲା ଟ୍ରକ

ଭାରସ୍ୟାମ ହରାଇ ଓଲଟି ପଡିଲା ଟ୍ରକ

ବ୍ରହ୍ମପୁର : ବ୍ରହ୍ମପୁର ରାକୋଟ ବ୍ଳକ ଲଟାପଲ୍ଲୀ ନିକଟରେ ଏକ ଟ୍ରକ ଯାଉଥିବା ସମୟରେ ଘଟିଛି ସଡକ ଦୁର୍ଘଟଣା । ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଟ୍ରକ ଓଲଟି ପଡିବାରୁ ୧୦୦ ଜଣ ଯାତ୍ରୀ ଆହତ ହୋଇଥିଲାବେଳେ ୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଆହତ ଯାତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତେବେ ସିଙ୍ଗିପୁରେ କନ୍ୟାକୁ ଛାଡ଼ିବା ପରେ ଏହି ଟ୍ରକ୍‌ରେ ଫେରୁଥିଲେ କନ୍ୟାପକ୍ଷର ଲୋକ । ଟ୍ରକରେ ପ୍ରାୟ ୧୦୦ ରୁ ଅଧିକ ଜଣ ଯାତ୍ରୀ ଥିଲେ । କିନ୍ତୁ ଡ୍ରାଇଭର ଜଣକ ମଦ୍ୟପାନ କରି ଗାଡ଼ି ଚଳାଉଥିବାରୁ ଗାଡ଼ିଟି ଭାରସାମ୍ୟ ହରାଇଥିଲା । ଯାହାଫଳରେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣା ଯୋଗୁ ୧୦୦ରୁ ଅଧିକ ଆହତ ହୋଇଥିଲେ ଓ ୫ ଜଣ ଗୁରୁତର ଅଛନ୍ତି। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking