32.1 C
Bhubaneswar
Monday, May 4, 2026
Homeଓଡିଶାଛୁରାମାଡରେ ଛାତ୍ର ଗୁରୁତର

ଛୁରାମାଡରେ ଛାତ୍ର ଗୁରୁତର

କେନ୍ଦ୍ରାପଡା : ଛାତ୍ରର ଛୁରାମାଡରେ  ଅନ୍ୟ ଜଣେ ଛାତ୍ର  ଗୁରୁତର । ଗୁରୁତର ଛାତ୍ରଙ୍କୁ ପଟ୍ଟାମୁଣ୍ଡାଇ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି । ଉଭୟଙ୍କ ମଧ୍ୟ ବଚସା ହୋଇଥିଲା ।  ବଚସା ପରେ ଏଭଳି ଘଟଣା ହୋଇଥିବା ସନ୍ଦେହ କରାଯାଉଛି । ତେଲେଙ୍ଗାବସନ୍ତ ନୋଡାଲ ସ୍କୁଲର ଘଟଣା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking