29.4 C
Bhubaneswar
Friday, July 17, 2026
Homeଓଡିଶାଦ୍ୱିତୀୟ ଦିନରେ ରଥଟଣା ଆରମ୍ଭ

ଦ୍ୱିତୀୟ ଦିନରେ ରଥଟଣା ଆରମ୍ଭ

ପୁରୀ: ଦ୍ୱିତୀୟ ଦିନରେ ରଥଟଣା ଆରମ୍ଭ । ଶରଧାବାଲି ଅଭିମୁଖେ ଗଡିଲା ରଥ । ଘରଘର ନାଦରେ ଗଡିଲା ରଥ । ଘଣ୍ଟ, ଘଣ୍ଟା ବାଦ୍ୟରେ ଗଡିଲା ରଥ । ବଳଭଦ୍ରଙ୍କ ରଥ ଟାଉନ ଥାନାରୁ ଗଡିଲା , ମା ସୁଭଦ୍ରାଙ୍କ ରଥ ମରିଚୀକୋଟ ଛକରୁ ଗଡିଲା ।ସିଂହଦ୍ୱାର ସାମ୍ନାରୁ ଗଡିଲା ନନ୍ଦିଘୋଷ ରଥ । ହରିବୋଲ ହୁଳୁହୁଳିରେ ଉଛୁଳୁଛି ବଡଦାଣ୍ଡ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ବଡଦାଣ୍ଡରେ । କାଳିଆକୁ ଦେଖିବା ପାଇଁ ଆସିଛନ୍ତି ଭକ୍ତ । ଗତକାଲି ରଥ ଗଡିପାରିନଥିବା ହେତୁ ଆଜି ଦ୍ୱିତୀୟ ଦିନରେ ପୁଣି ରଥଟଣା ଆରମ୍ଭ ହେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking