42.1 C
Bhubaneswar
Saturday, April 27, 2024
Homeଓଡିଶାଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ପୋଲିସ

ଗଞ୍ଜେଇ ଚାଲାଣକାରୀକୁ ଗିରଫ କଲା ପୋଲିସ

ଭୁବନେଶ୍ୱର : ତାମିଲନାଡୁ ପୋଲିସ ଆନ୍ତଃ ରାଜ୍ୟ ଗଞ୍ଜେଇ ଚାଲାଣକାରୀକୁ ଗିରଫ କରିଛି । ଅଭିଯୁକ୍ତଙ୍କ ପରିଚୟ ମିଳିଛି ବୋଲି ସୂଚନା ମିଳିଛି । ଅଭିଯୁକ୍ତ ଜଣକ ପୂର୍ବରୁ ବହୁ ଥର ଗଞ୍ଜେଇ ଚୋରା ଚାଲାଣ କରିଛନ୍ତି । କିନ୍ତୁ ପୋଲିସ ତାହାର ସୁରାଗ ପାଇନଥିଲା । ସେଥିପାଇଁ ତାମିଲନାଡୁର ଏକ ସ୍ୱତନ୍ତ୍ର ଟିମ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଅଭିଯୁକ୍ତ ଜଣକ ଗୋଳନ୍ଥରା ଥାନା ଅଞ୍ଚଳରେ ରହୁଥିବା ଖବର ପୋଲିସ ପାଇଥିଲା । ଉକ୍ତ ଅଞ୍ଚଳରେ ପୋଲିସ ଚଢାଉ କରିଥିଲା । ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking