29.1 C
Bhubaneswar
Monday, May 6, 2024
Homeଓଡିଶାଶେଷ ହେଲା ଯୋରନ୍ଦା ମାଘ ମେଳା

ଶେଷ ହେଲା ଯୋରନ୍ଦା ମାଘ ମେଳା

ଢେଙ୍କାନାଳ: ସରିଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା । କରୋନା କଟକଣା ପାଇଁ ଏହି ମାଘମେଳା ଅନୁଷ୍ଠିତ ୨ବର୍ଷ ପାଇଁ ଅନୁଷ୍ଠିତ ହୋଇପାରିନଥିଲା । କିନ୍ତୁ ଏବର୍ଷ ବହୁତ ଭଲରେ ଏବଂ ଧୁମଧାମରେ ଏହି ମାଘ ମେଳାଟି ଅନୁଷ୍ଠିତ ହୋଇଥିଲା । ମହିମା ସାଧୁ ଓ ଭକ୍ତଙ୍କ ଭିତରେ ବେଶ ଉତ୍ସାହ ଧେଖିବାକୁ ମିଳିଥିଲା ।

ସୂଚନା ମୁତାବକ, ମାଘମେଳାର ପ୍ରଥମ ଦିନକୁ ମାଘ ଚତୁର୍ଦ୍ଦଶୀ ଓ ଦ୍ୱିତୀୟ ଦିନକୁ ମାଘ ପୂଣ୍ଣିମା ଭାବରେ ପାଳନ କରାଯାଇଥାଏ । ଯୋରନ୍ଦା ଯାତ୍ରା ପଡିଆରେ ବହୁ ପ୍ରକାରର ମନୋହରୀ ସାମଗ୍ରୀ, ବିଭିନ୍ନ ପ୍ରକାରର ଖାଦ୍ୟ ଷ୍ଟଲ ସହ ବହୁ ଦୋକନୀଙ୍କର ମଧ୍ୟ ଭିଡ ଜମିଥିଲା ।

ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିଲେ ପଦକ୍ଷେପ ନିଆଯିବ: କିରଣ ରିଜିଜୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking