29.1 C
Bhubaneswar
Monday, May 6, 2024
Homeଓଡିଶାପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିଲେ ପଦକ୍ଷେପ ନିଆଯିବ: କିରଣ ରିଜିଜୁ

ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଆସିଲେ ପଦକ୍ଷେପ ନିଆଯିବ: କିରଣ ରିଜିଜୁ

ଭୁବନେଶ୍ୱର: ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଦାବି ପ୍ରସଙ୍ଗ । ସୁରେଶ ପୂଜାରୀଙ୍କ ଶୂନ୍ୟକାଳ ପ୍ରଶ୍ନର ଉତ୍ତର ଦେଲେ ଆଇନ ମନ୍ତ୍ରୀ କିରଣ ରିଜିଜୁ । ସ୍ଥାୟୀ ବେଞ୍ଚ ନେଇ ପ୍ରସ୍ତାବ ଆମ ପାଖରେ ପେଣ୍ଡିଂ ନାହିଁ ବୋଲି ଜଣାଇଲେ । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ବେଞ୍ଚ ପାଇଁ ରାଜ୍ୟ ସରକାର ଦାବି କରିଥିଲେ । ହାଇକୋର୍ଟ ସହ ଆଲୋଚନା କରି କଂପ୍ଲିଟ ପ୍ରପୋଜାଲ ଦେବାକୁ ମଧ୍ୟ କହିଥିଲୁ । ଏନେଇ ଗତ ଏପ୍ରିଲ ଠାରୁ ଚିଠି କରିଥିଲେ ବି ଏବେ ଯାଏଁ ମଧ୍ୟ କିଛି ରିପ୍ଲାଏ ଆସିନାହିଁ । ସ୍ଥାୟୀ ବେଞ୍ଚ ନେଇ ରାଜ୍ୟ ସରକାର କୌଣସି କଂପ୍ଲିଟ ପ୍ରୋପଜାଲ ଦେଇନାହାନ୍ତି ବୋଲି ସୂଚନା । ହାଇକୋର୍ଟ ସହମତି ସହ କଂପ୍ଲିଟ ପ୍ରୋପାଜାଲ ଆସିଲେ କେନ୍ଦ୍ର ପଦକ୍ଷେପ ନେବ ।

ନବ ଦାସ ହତ୍ୟା ମାମଲା: କେମିତି ମାରିଥିଲା ଦେଖାଇବ ଗୋପାଳ !

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking