ଭୁବନେଶ୍ୱର : ବିଧନସଭାରେ ବିରୋଧୀଙ୍କ ହଟ୍ଟଗୋଳ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ୪ଟା ଯାଏଁ ଗୃହ ମୁଲତବି । ସବୁ ନୋଟିସ ଉପରେ ଆଲୋଚନା କରି କହିବି କହିଲେ ବାଚସ୍ପତି । ବାଚସ୍ପତିଙ୍କ ବିବୃତି ପରେ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ । ସୂଚନା ଅନୁଯାୟୀ, କଂଗ୍ରେସ ସଦସ୍ୟଙ୍କ ବିରୋଧରେ ପାଲଟା ସ୍ୱାଧିକାର ନୋଟିସ୍ ଆଣିଥିଲେ ବିଧାୟକ ଈରାଶିଷ ଆଚାର୍ଯ୍ୟ । କଂଗ୍ରେସ ସ୍ୱାଧିକାର ନୋଟିସ୍ ଆଣିବ କିପରି ଗଣମାଧ୍ୟମକୁ ଆସିଲା କହିଥିଲେ। ବାଚସ୍ପତିଙ୍କ ବିନା ଅନୁମତିରେ କିପରି ପ୍ରକାଶ ପାଇଲା ପଚାରିଥିଲେ ଈରାଶିଷ । ଆପେକ୍ଷା ପ୍ରତିଆକ୍ଷୋପ ଭିତରେ ପୂର୍ବରୁ ୨୦ ମିନିଟ ପାଇଁ ଗୃହକୁ ମୁଲତବି ରଖାଯାଇଥିଲା । ଗୃହକୁ ମୁଲତବି କରିଥିଲେ ବାଚସ୍ପତି ସୁରମା ପାଢୀ ।
ପାଲଟା ସ୍ୱାଧିକାର ନୋଟିସ ଆଣିଲେ ଈରାଶିଷ ; ୨୦ ମିନିଟ ପାଇଁ ଗୃହ ମୁଲତବି