ଦେବଗଡ : ଡିନାମାଇଟ୍ ଫୁଟିବାରୁ ଚାଲିଗଲା ଜୀବନ । ମାଛ ଧରିବାକୁ ଫୁଟାଇଥିଲେ ଡିନାମାଇଟ୍ । ଭୁଲକାବାହାଳ ଚୁଆହୁଳି ରେଙ୍ଗାଳି ନଦୀବନ୍ଧରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ଜଣକ ଅସନନାଳୀ ଗାଁର ବୋଇଥିବା ସୂଚନା ମିଳିଛି । ଜଳଭଣ୍ଡାରରୁ ମୃତଦେହକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ ।