32.4 C
Bhubaneswar
Wednesday, July 1, 2026
Homeଓଡିଶାଅହଂକାରର ପରାଜୟ : ସୌମ୍ୟରଞ୍ଜନ

ଅହଂକାରର ପରାଜୟ : ସୌମ୍ୟରଞ୍ଜନ

ଭୁବନେଶ୍ୱର:  କନକ ନ୍ୟୁଜ ମେକର ୨୦୨୪  କାଯ୍ୟକ୍ରମ ଆରମ୍ଭ ହୋଇସାରିଛି । ଏଥିରେ  ମତ ରଖିଛନ୍ତି ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ କହିଛନ୍ତି  ୨୦୨୪ ଅନ୍ୟ ବର୍ଷଠାରୁ ଭିନ୍ନ । ୨୪ ବର୍ଷର ଶଆସନ ୨୦୨୪ରେ ବଦଳିଲା । ସରକାର ଯେଭଳି ଢଙ୍ଗରେ ବଦଳିଲା ତାହା ଆଲୋଚନାର ବିଷୟ ଅଟେ । ଏହା ଅସ୍ମିତାର ବିଜୟ ବୋଲି ମୁଁ ଭାବୁନାହିଁ । ମୋ ବିଚାରରେ ଅହଂକାରର ପରାଜୟ ଅଟେ ।  ଓଡିଆ ଭୋଟରଙ୍କୁ ବୋକା ଭାବିପାରିବା ନାହିଁ କହିଛନ୍ତି ଶ୍ରୀ ପଟ୍ଟନାୟକ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking