32.4 C
Bhubaneswar
Wednesday, July 1, 2026
Homeଓଡିଶା୨୦ରୁ ଶ୍ରୀମନ୍ଦିରରେ  ଧାଡି ଦର୍ଶନ : ମନ୍ତ୍ରୀ

୨୦ରୁ ଶ୍ରୀମନ୍ଦିରରେ  ଧାଡି ଦର୍ଶନ : ମନ୍ତ୍ରୀ

ପୁରୀ : ୨୦ରୁ ଶ୍ରୀମନ୍ଦିରରେ  ଧାଡି ଦର୍ଶନ ହେବ ।  ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ । ଭିଡକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ସରକାର । ଭିନ୍ନକ୍ଷମ ଓ ବୟସ୍କ ଭକ୍ତମାନଙ୍କ ପାଇଁ ଖୁବଶୀଧ୍ର ପଦକ୍ଷେପ ନିଆଯିବ । ମାର୍କେଟ ଛକ ପଯ୍ୟନ୍ତ  ଧାଡି ବ୍ୟବସ୍ଥା କରାଯାଇଛି । ଆହୁରି ମନ୍ତ୍ରୀ କହିଛନ୍ତି ଧାଡିରେ ଥିବା ଭକ୍ତଙ୍କୁ ପାଣି ଯୋଗାଇ ଦିଆଯିବ  ା କୁଲର ଓ ପ୍ୟାନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking