33.1 C
Bhubaneswar
Monday, May 6, 2024
Homeଓଡିଶାମହିଳା ବିଶ୍ୱକପ୍ ଫୁଟବଲ ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ମହିଳା ବିଶ୍ୱକପ୍ ଫୁଟବଲ ଲୋଗୋ ଉନ୍ମୋଚିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଫୁଟବଲର ଲୋଗୋ ଉନ୍ମୋଚିତ ହୋଇଛି । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଲୋଗୋ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋଗୋ ସହ ଟ୍ରଫିର ମଧ୍ୟ ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ‘କିକ୍ ଅଫ୍ ଦି ଡ୍ରିମ୍’ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚିତ କରିଛନ୍ତି । ତେବେ ଫିଫା ୟୁ-୧୭ ମହିଳା ବିଶ୍ୱକପର ଲୋଗ ଉନ୍ମୋଚିତ ହୋଇଛି । କଳିଙ୍ଗ ଷ୍ଟାଡିୟମରେ ଭାରତ ଖେଳିବ ୩ଟି ମ୍ୟାଚ୍ । ୟୁଏସଏ, ମରୋକ ଓ ବ୍ରାଜିଲ ସହ ମ୍ୟାଚ୍ ଖେଳିବ ଭାରତ । ଭାରତ ୧୧, ୧୪ ଓ ୧୭ ତାରିଖରେ ମ୍ୟାଚ୍ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking