33.1 C
Bhubaneswar
Saturday, April 27, 2024
Homeଓଡିଶାଆଜି ଦାଖଲ ହୋଇପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

ଆଜି ଦାଖଲ ହୋଇପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍

ଭୁବନେଶ୍ୱର: ଆଜି ଦାଖଲ ହୋଇପାରେ ନବ ଦାସ ହତ୍ୟା ମାମଲାର ଚାର୍ଜସିଟ୍ । ଝାରସୁଗୁଡା ଏସଡିଜେମ୍ କୋର୍ଟରେ ଦାଖଲ କରିପାରେ କ୍ରାଇମବ୍ରାଞ୍ଚ ।ଏଏସଆଇ ଗୋପାଳ ଦାସ କାହିଁକି ଗୁଳି କରି ହତ୍ୟା କରିଥିଲେ ଏବେଯାଏଁ ତାହା ସ୍ପଷ୍ଟ ହୋଇପାରିନାହିଁ । ଚାର୍ଜସିଟ୍ ଦାଖଲ ପରେ ହତ୍ୟାର କାରଣ ପଦାକୁ ଆସିପାରେ । ଗତ ଜାନୁଆରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା ।

ସ୍ତ୍ରୀକୁ ହାଣି ମୁଣ୍ଡଗଣ୍ଡି ଅଲଗା କଲା ସ୍ୱାମୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking