ସ୍ତ୍ରୀକୁ ହାଣି ମୁଣ୍ଡଗଣ୍ଡି ଅଲଗା କଲା ସ୍ୱାମୀ

ପାରଳାଖେମୁଣ୍ଡି: ସ୍ତ୍ରୀକୁ ହାଣି ମୁଣ୍ଡଗଣ୍ଡି ଅଲଗା କଲା ସ୍ୱାମୀ । କାଶୀନଗର ଥାନା ସାରା ଗାଁରେ ଏହିଭଳି ବୀଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି । ଚାଷ ଜମିକୁ ନେଇ ୨ ଜଣଙ୍କ ମଧ୍ୟରେ ବଚସା ହେବା ପରେ ହତ୍ୟା ହୋଇଥିଲା । ଜମିରେ ପଡିଛି ମୁଣ୍ଡ ବିହୀନ ଶରୀର ଏବଂ ଘର ଦାଣ୍ଡରେ ପଡିରହିଛି କଟାମୁଣ୍ଡ । ସାଂସଦ ବିଶିଙ୍କୁ ଗିରଫ କରାଯାଉ: ବିଜେପି