26.1 C
Bhubaneswar
Thursday, May 22, 2025
Homeଓଡିଶାଅପରାଧୀ ଉସମାନ ଖାନଙ୍କୁ ତଡିପାର ଘୋଷଣା କଲା କମିଶନରେଟ୍ ପୋଲିସ

ଅପରାଧୀ ଉସମାନ ଖାନଙ୍କୁ ତଡିପାର ଘୋଷଣା କଲା କମିଶନରେଟ୍ ପୋଲିସ

କଟକ : ଜଘନ୍ୟ ଅପରାଧରେ ସାମିଲ ଥିବା କଟକର ଉସମାନ ଖାନଙ୍କୁ ତଡିପାର ଘୋଷଣା କରିଛି କମିଶନରେଟ୍ ପୋଲିସ । ଉସମାନ କ୍ରିମିନାଲ ବାବା ଖାଁର ପୁତୁରା । ଉସମାନ ନାମରେ ୧୪ ରୁ ଅଧିକ ଅପରାଧିକ ମାମଲା ରହିଛି । ହେଲେ ସେ ପୋଲିସ ଆଖିରେ ଧୂଳି ଦେଇ ଅନେକ ଦିନ ହେବ ଫେରାର ରହିଛି । କଟକ ସହରକୁ ଅପରାଧ ମୁକ୍ତ କରିବା ଉର୍ଦ୍ଦେଶ୍ୟରେ କମିଶନରେଟ ପୋଲିସ ଏଭଳି ଆକ୍ସନ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking