17.1 C
Bhubaneswar
Friday, January 17, 2025
Homeଓଡିଶାବିଜେଡି ବସା ଖାଲି ହୋଇଯିବ : ଅରବିନ୍ଦ ଢ଼ାଲି

ବିଜେଡି ବସା ଖାଲି ହୋଇଯିବ : ଅରବିନ୍ଦ ଢ଼ାଲି

ଭୁବନେଶ୍ୱର : ମମତା ମହାନ୍ତ ବିଜେପିରେ ମିଶିବା ନେଇ ବିଜେଡିକୁ ଟାର୍ଗେଟ । ବିଜେଡି ବସା ଖାଲି ହୋଇଯିବ କହିଲେ ବିଜେପି ନେତା ଅରବିନ୍ଦ ଢ଼ାଲି । ଏହାଛଡ଼ା ସେ କହିଛନ୍ତି ଯେ ଭବିଷ୍ୟତରେ ବିଜେଡି ରହିବନି, ଚାହିଁଲେ ବି ଆଉ ରଖିପାରିବେନି । ଜାତୀୟ ଦଳର ବିଲୟ ହୁଏନାହିଁ, କିନ୍ତୁ ଆଞ୍ଚଳିକ ଦଳର ବିଲୟ ହୁଏ । ଯେ ଆଞ୍ଚଳିକ ଦଳ ଗଢ଼ିଥାଏ, ଅସୁସ୍ଥ ବା ଆଉ କିଛି ହେଲେ ଦଳ ରୁହେନି । ବିଜେଡିରେ ବାକ ସ୍ୱାଧୀନତା ନାହିଁ, ସୁପ୍ରିମୋଙ୍କୁ ଦେଖା କରିପାରିବେ ନାହିଁ । ବିଜେଡିରେ ସମସ୍ତେ ଅସନ୍ତୁଷ୍ଟ ଥିଲେ, ପାଣ୍ଡିଆନ ସର୍ବେସର୍ବା ଥିଲେ ବୋଲି ବିଜେପି ନେତା ଅରବିନ୍ଦ ଢ଼ାଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking