25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶପାକିସ୍ତାନରେ ଆତଙ୍କୀ ଆକ୍ରମଣ: ୯ ଯବାନ, ୫ ଆତଙ୍କୀ ମୃତ

ପାକିସ୍ତାନରେ ଆତଙ୍କୀ ଆକ୍ରମଣ: ୯ ଯବାନ, ୫ ଆତଙ୍କୀ ମୃତ

ଇସ୍‌ଲାମାବାଦ: ପାକିସ୍ତାନର ବଲୁଚିସ୍ତାନରେ ଏକ ଆତଙ୍କୀ ଆକ୍ରମଣରେ ୯ ଜଣ ଯବାନ ପ୍ରାଣ ହରାଇଛନ୍ତି । ପାକିସ୍ତାନ ଆର୍ମିର୍ର ମିଡିଆ ୱିଙ୍ଗ୍ ପକ୍ଷରୁ କୁହାଯାଇଛି ୫ ଆତଙ୍କ ଆର୍ମି ବେସ୍‌ରେ ପଶିବାକୁ ଉଦ୍ୟମ କରିବା ବେଳେ ଯବାନମାନେ ସେମାନଙ୍କ ଘେରିଯାଇଥିଲେ । କେତେ ଘଣ୍ଟା ଧରି ଯବାନ ଓ ଆତଙ୍କୀ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଏଥିରେ ସମସ୍ତ ଆତଙ୍କୀ ପ୍ରାଣ ହରାଇଥିବା ବେଳେ ୯ ଯବାନ ସହିଦ ହୋଇଛନ୍ତି ।

ବିଦ୍ୟୁତ ଆଘାତରେ ୫ କାଉଡ଼ିଆଙ୍କ ମୃତ୍ୟୁ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking