ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କୁ ମନମୋହନ ସାମଲଙ୍କ କଡା ଜବାବ ଦେଇଛନ୍ତି । ଦାୟିତ୍ୱ ସମ୍ପଣ୍ଣ ଦଳ ଭାବେ ବିଜେଡି ଲୋକଙ୍କ ପାଖକୁ ଯାଇ କର୍ତ୍ତବ୍ୟ କରୁ । ସରକାର ତାଙ୍କ ଦାୟିତ୍ୱ ଠିକ ଭାବେ କରୁଛନ୍ତି । ୮୦୦ ଟଙ୍କା ଇନପୁଟ ସବସିଡ ଦେବାକୁ କେବେ ସ୍ୱପ୍ନ ଦେଖିଥିଲେ ନବୀନ । ଚାଷୀର ଆୟ ୨ ଗୁଣ କରିବାକୁ କେବେ ସ୍ୱପ୍ନ ଦେଖିଥିଲେ । ୯ ବର୍ଷ ଆମେ ଏକାଠି କରିଥିଲୁ , ବିକି ଭାଙ୍ଗି ବହୁତ ଦିନ ଚଳିଲେ । ୧୫ ବର୍ଷରେ ସେମାନେ କଣ ଏକୁଟିଆ କରିଥିଲେ କୁହନ୍ତୁ । ବିଜେପି ସରକାର ବର୍ଷକରେ କଣ କରିଛନ୍ତି କୁହନ୍ତୁ, ଲୋକ ବିଚାର କରିବେ ।