ଭୁବନେଶ୍ୱର: ଜଗନ୍ନାଥ ସଂସ୍କୃତି ଉପରେ ପ୍ରତିଷ୍ଠା ହେବ ଗବେଷଣା କେନ୍ଦ୍ର । ଅନ୍ତର୍ଜାତୀୟ ବ୍ୟାଖ୍ୟାନ କେନ୍ଦ୍ର ସ୍ଥାରନ କରାଯିବ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଅନ୍ୟପଟେ ସ୍ନାନପୂଣ୍ଣିମାରେ ରଥ ଉପରକୁ ମୋବାଇଲ ନେବା ପାଇଁ ମନା କରିଛନ୍ତି । ଅଣସେବାୟତ ରଥକୁ ଗଲେ ପୁଲିସକୁ ଦିଆଯିବ ।