42.1 C
Bhubaneswar
Saturday, April 27, 2024
Homeଓଡିଶାତାତି ଛୁଇଁଲା ୪୦

ତାତି ଛୁଇଁଲା ୪୦

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ୪୦ ଛୁଇଁଲା ତାତି । ରାଜ୍ୟରେ ୫ଟି ସହରରେ ୪୦ ଛୁଇଁଲା ଆଜିର ସର୍ବୋଚ୍ଚ ତାପମାତ୍ରା । ଟିଟିଲାଗଡ, ବୌଦ୍ଧ, ବଲାଙ୍ଗିର, ଭବାନୀପାଟଣା, ନୟାଗଡ ୪୦ ଛୁଇଁଲା ।

ପାରାଦ ଉପରମୁହାଁ; ୩୮ ଡିଗ୍ରୀ ଉପରେ୧୬ ସହରର ତାପମାତ୍ରା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking