ପାରାଦ ଉପରମୁହାଁ; ୩୮ ଡିଗ୍ରୀ ଉପରେ୧୬ ସହରର ତାପମାତ୍ରା

ଭୁବନେଶ୍ୱର: ମାର୍ଚ୍ଚରୁ ତାତି ବଢ଼ିବାରେ ଲାଗିଲାଣି । ଗତ ୨ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ ହୋଇଥିବା ବେଳେ ରାଜ୍ୟରେ ଅନେକ ସହରର ତାପମାତ୍ରା ବୃଦ୍ଧି ପାଇଛି । ଗୁରୁବାର ୧୬ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରକୁ ରହିଥିବା ବେଳେ ୫ ସହରର ତାପମାତ୍ରା ୩୯ ଡିଗ୍ରୀ ପାର ହୋଇଛି । ଫଳରେ ଆଜି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା । ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ପାଲଟିଛି ଉତ୍ତପ୍ତ ସହର । ଏଠାରେ ଆଜି ଦିନ ତାପମାତ୍ରା … Continue reading ପାରାଦ ଉପରମୁହାଁ; ୩୮ ଡିଗ୍ରୀ ଉପରେ୧୬ ସହରର ତାପମାତ୍ରା