28.1 C
Bhubaneswar
Tuesday, May 21, 2024
Homeଦେଶ ବିଦେଶତାମିଲନାଡ଼ୁ ଶକ୍ତି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆଇଟି ଚଢ଼ଉ

ତାମିଲନାଡ଼ୁ ଶକ୍ତି ମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଆଇଟି ଚଢ଼ଉ

ଚେନ୍ନାଇ: ଆୟକର (ଆଇଟି) ବିଭାଗ ଶୁକ୍ରବାର ତାମିଲନାନୁ ଶକ୍ତି ମନ୍ତ୍ରୀ ଭି. ସେନ୍ଥିଲ୍ ବାଲାଜୀଙ୍କ ସମ୍ପର୍କୀୟ ଘରେ ସଂଯୁକ୍ତ ଚଢ଼ଉ କରିଛନ୍ତି । ମାମଲାର ବିସ୍ତୃତ ସୂଚନା ନଦେଇ ପୁଲିସ କହିଛି, ମନ୍ତ୍ରୀଙ୍କ ସହିତ କଥିତ ଭାବେ ସମ୍ପୃକ୍ତ ବ୍ୟକ୍ତିଙ୍କ କରୁର୍ ଓ କୋଇମ୍ବାଟୁର୍ ସମେତ କେତେକ ସହରରେ ଥିବା ପରିସରରେ ଏହି ଚଢ଼ଉ କରାଯାଇଛି । ମନ୍ତ୍ରୀଙ୍କ ନିକଟ ସମ୍ପର୍କୀୟ ଏବଂ କେତେଜଣ ଠିକାଦାରଙ୍କ ଘରେ ଆୟକର ବିଭାଗ ଚଢ଼ଉ କରିଥିବା ଏଥିରୁ ଜଣାପଡ଼ୁଛି । କରୁର୍‌ର ବରିଷ୍ଠ ଡିଏମ୍‌କେ ନେତା ବାଲାଜୀଙ୍କ ନିକଟରେ ଅବକାରୀ ବିଭାଗର ଦାୟିତ୍ୱ ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking