27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜାମ୍ମୁକାଶ୍ମୀର ପୋଲିସ୍‌କୁ ଆଉ ଏକ ବଡ଼ ସଫଳତା : ହିଜ୍‌ବୁଲ ମୁଜାହିଦ୍ଦିନ ଗୋଷ୍ଠୀର ମୁଖ୍ୟ...

ଜାମ୍ମୁକାଶ୍ମୀର ପୋଲିସ୍‌କୁ ଆଉ ଏକ ବଡ଼ ସଫଳତା : ହିଜ୍‌ବୁଲ ମୁଜାହିଦ୍ଦିନ ଗୋଷ୍ଠୀର ମୁଖ୍ୟ ଲିଡରଙ୍କ ଏନ୍‌କାଉଣ୍ଟର

ଶ୍ରୀନଗର: ରବିବାର ଦିନ ଶ୍ରୀନଗର ଉପକଣ୍ଠରେ ହୋଇଥିବା ଏକ ଏନ୍‌କାଉଣ୍ଟରରେ ଆତଙ୍କବାଦୀ ହିଜ୍‌ବୁଲ ମୁଜାହିଦ୍ଦିନ ଗୋଷ୍ଠୀର ମୁଖ୍ୟ ଲିଡର ନିହତ ହୋଇଥିବା ଜାମ୍ମୁ କାଶ୍ମୀର ପୋଲିସ କହିଛି । ଏହା ମିଲିଟାରୀ ବିରୋଧରେ ଏକ ବଡ଼ ସଫଳତା ବୋଲ ପୋଲିସ ‌କହିଛି ।
ଚଳିତବଷ ର୍ମେ ମାସରେ ରିୟାଜ ନାଇକୋଙ୍କ ହତ୍ୟା ପରେ ସାଇଫୁଲ୍ଲା ଯିଏକି ଆତଙ୍କବାଦୀ ମାନଙ୍କୁ ନିର୍ଦ୍ଦେଶ ଦେଉଥିଲା ସେ ଜାମ୍ମୁ ଓ କାଶ୍ମୀର ଆଉ ଏକ ବଡ଼ ଆତଙ୍କବାଦୀ ଲିଡର ମଧ୍ୟର ଜଣୋ ଯାହା ନାରେ ଅନେକ ପ୍ରକାରର ଆକ୍ରମଣରେ ସମ୍ପୃକ୍ତି ଥିବା କଥା ଜଣେ ପୋଲିସ୍ ଅଧିକାରୀ କହିଛନ୍ତି । ଏହି ଏନ୍‌କାଉଣ୍ଟରରେ ହିଜବୁଲ ମୁଜାହିଦ୍ଦିନର ଏକ ନମ୍ବର କମାଣ୍ଡୋର ସୋିଫୁଲ୍ଲାଙ୍କ ହତ୍ୟାକରାଯାଇଛିା ଏହା ଏକ ଅତ୍ୟନ୍ତ ସଫଳ ଅପରେସନ ‌ବୋଲି ଜାମ୍ମୁ କାଶ୍ମୀର ପୋଲିସ୍ ର ମୁଖ୍ୟ ଦିଲବାଗ୍ ସିଂହ କହିଛନ୍ତି ।
ପୋଲିସ୍ ଏବ ସୁରକ୍ଷାବାହୀନ ମାନଙ୍କ ପାଇଁ ଏହା ଏକ ବଡ଼ସଫଳତା । ଏହା ଏକ ଛୋଟସଫଳତା ନୁ ହେ ବୋଲି ବରିଷ୍ଠ ପୋଲିସ ଅଧିକରୀ ବିଜୟ କୁମାର ଏନ୍‌କାଉନଟରର ସ୍ଥାନରେ ଗଣମାଧ୍ୟମକ କହିଛନ୍ତି । ସେ କହିଛନ୍ତି ସାଇଫୁଲ୍ଲା ଦକ୍ଷୀଣ କାଶ୍ମୀର ୁଶ୍ରୀନଗରକୁ ଆସି ଏକ ଘରେଲୁଚିରହିଥିଲୋ ତେଣୁ ସୁରକ୍ଷାବାହିନୀ ଏହି ଅଂଚଳକୁ କର୍ଡ଼ନ କରି ଅପରେସନ୍ ଆରମ୍ଭ କରିଥିଲେ । ଗୁଳିବିନିମୟରେ ଜଣେ ଆତଙ୍କବାଦୀ ନିହତା ହୋଇଥିଲେ । ଆମର ସୂତ୍ର ଅନୁସାରେ ସେ ଡ. ସାଇଫୁଲ୍ଲାବୋଲି ୯୫ ପ୍ରତିଶତ ନିଶ୍ଚିତ । ଆମେ ମୃତ ଦେହକୁଉଦ୍ଧାର କରୁଛୁ ଏବଂ ଏହା ଚିହ୍ନଟ ହେବବୋଲ ିଶ୍ରୀ କୁମାରକହିଛନ୍ତ ିା ସେ ଆହୁରୀ ମଧ୍ୟ କହିଛନ୍ତି ଜାମ୍ମୁ କାଶ୍ମୀରପୋଲିସ୍ ନେଟସ୍ୱାର୍କକୁ ଅଧିକ ଶକ୍ତିଶାଳୀ କରିଛି । ସହରରେ କୌଣସ ିଉପାୟରେ ଆତଙ୍କବାଦୀ ପ୍ରବେଶକରୁଥିଲେପୋଲିସ୍‌ସୂଚନା ପାଇଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking