28.1 C
Bhubaneswar
Tuesday, May 21, 2024
Homeଅପରାଧଗିରଫ ଆତଙ୍କବାଦୀଙ୍କ ସୋସିଆଲ ମିଡିଆ ସହ ଥିଲା ସଂପର୍କ

ଗିରଫ ଆତଙ୍କବାଦୀଙ୍କ ସୋସିଆଲ ମିଡିଆ ସହ ଥିଲା ସଂପର୍କ

ନୂଆଦିଲ୍ଲୀ: ଲଖନଉରୁ ଆତଙ୍କିଙ୍କୁ ଗିରଫ କରିବା ମାମଲାରେ ନୂଆ ଖୁଲାସା ହୋଇଛି । ଏହି ଖୁଲାସାରେ ଜଣାପଡିଛି ଯେ, ମିହ୍ନାଜ ସୋସିଆଲ ମିଡିଆ ମାଧ୍ୟମରେ ଭାରତରେ ଅଲକାଏଦା ଦଳ ଅଂସାର ଗଜବାତୁଲ ହିନ୍ଦ ସହ ଯୋଡି ହୋଇଥିଲା । ଅନଲାଇନରେ ବଡ ଆତଙ୍କବାଦୀ ମିହ୍ନାଜର ବ୍ରେନ ଓାସ କରିଥିଲେ ଓ ଏହାପରେ  ଦେଢ ବର୍ଷ ଯାଏଁ ମିହ୍ନାଜ ସ୍ଲିପର ସେଲ ଭଳି କାମ କଲା । ଚାକିରୀ ଯିବା ପରେ ସକ୍ରିୟ ଭାବରେ ଅଲକାଏଦା ସହ ମିହ୍ନାଜ  ଯୋଡି ହୋଇଗଲା । ଏମିତିକି ନିଜେ ମାନବ ବମ୍ ବନିବା ପାଇଁ ବି ରାଜି ହୋଇଯାଇଥିଲା । ୩ ମାସ ଯାଏ ସନ୍ଦିଗ୍ଧ ଆତଙ୍କିଙ୍କ ଟ୍ରେନିଂ ଶ୍ରୀନଗରରେ ହୋଇଥିଲା । ଯେଉଁଠି ତାର ପରିଚୟ ବଦଳାଯାଇ ରେକି କରିବା, କୁକର ବମ ବନାଇବା ଓ ମାନବ ବମ୍ ପାଇଁ ଜରୁରୀ ବିଷୟର ଟ୍ରେନିଂ ଦିଆଗଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking