28.1 C
Bhubaneswar
Friday, April 26, 2024
Homeଅପରାଧଲିଫ୍ଟରୁ ଖସି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

ଲିଫ୍ଟରୁ ଖସି ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ

ଇନ୍ଦୋର: ଇନ୍ଦୋରସ୍ଥିତ ପାଟଲପାନୀରେ ଏକ ନିର୍ମାଣାଧୀନ କୋଠାର ଅସ୍ଥାୟୀ ଲିଫ୍ଟ ଖସିପଡ଼ିବାରୁ ଗୋଟିଏ ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହିଘ ଟଣା ପରେ ଆଖପାଖ ଅଞ୍ଚଳ ଓ ପ୍ରଶାସନିକ ସ୍ତରରେ ଭୟ ସୃଷ୍ଟି ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି କିନ୍ତୁ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
ପ୍ରକାଶ ଯେ ମଙ୍ଗଳବାର ଇନ୍ଦୋର ଠାରୁ ୨୫ କିଲୋମିଟର ଦୂରରେ ଥିବା ଏକ ଫାର୍ମହାଉସର ଲିଫ୍ଟରେ ଯିବା ସମୟରେ ତାହା ଖସିପଡିଥିଲା | ଏଥିରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା । ମୃତକମାନେ ହେଲେ ପୁନୀତ ଅଗ୍ରୱାଲ (୫୩), ତାଙ୍କର ଝିଅ ପଲକ (୨୭), ଜ୍ୱାଇଁ କଳ୍ପେଶ (୨୮), ନାତୁଣୀ ନଭ ଅଗ୍ରୱାଲ ଓ ଦୁଇ ଜଣ ଶିଶୁ ଆର୍ଯ୍ୟବୀର ଓ ଗୌରବ ।
https://onakhabar.com/2020/01/01/jawan-sahid/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking