39.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିଠୁ ବଢିଲା ରେଳ ଭଡା

ଆଜିଠୁ ବଢିଲା ରେଳ ଭଡା

ଭୁବନେଶ୍ୱର: ନୂଆବର୍ଷରେ ରେଳଯାତ୍ରୀଙ୍କୁ ଝଟକା । ୧ରୁ ୪ପଇସା ବଢିଲା ରେଳ ଭଡା । ସମସ୍ତ ଏସି ବଗିରେ ଯାତ୍ରା ପାଇଁ କିଲୋମିଟରକୁ ୪ପଇସା, ନନଏସି /ମେଲ ଏକ୍ସପ୍ରେସ ଯାତ୍ରା ପାଇଁ କିଲୋମିଟର ପିଛା ୨ପଇସା ବୃଦ୍ଧ,ଫାଷ୍ଟ କ୍ଲାସ, ସେକେଣ୍ଡ କ୍ଲାସ ଓ ସ୍ଲିପର କ୍ଲାସ ଅର୍ଡିନାରୀରେ ୧ପଇସା ବୃଦ୍ଧ କରାଯାଇଛିି । ଉପନଗରୀକୁ ଯାଉଥିବା ସମସ୍ତ ଟ୍ରେନ ଭଡା ଅପରିବର୍ତ୍ତିତ ରହିବ । ରେଳ ଭଡା ବୃଦ୍ଧି ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ୫ବର୍ଷର ବ୍ୟବଧାନ ପରେ ଯାତ୍ରୀ ଭଡା ବୃଦ୍ଧି କଲା ରେଲୱେ ।

https://onakhabar.com/2020/01/01/gas-cylinder-rate-hike/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking