38.1 C
Bhubaneswar
Friday, April 26, 2024
Homeଅପରାଧପବରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ

ପବରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ

ଚନ୍ଦ୍ରଶେଖରପୁର : ରାଜଧାନୀ ଭୁବନେଶ୍ୱରେ ୨ଦିନ ପୂର୍ବରୁ ଖଣ୍ଡଗିରି ଅଞ୍ଚଳରୁ ଏକ ହୋଟେଲରେ ଦେହ ବ୍ୟବସାୟ ଚାଲୁଥିବାର ଧରାପଡିଥିବା ବେଳେ । ଏବେ ପୁଣି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ପବରେ ଦେହ ବ୍ୟବସାୟ ଚାଲୁଥିବାର ଜଣାପଡିଛି । ତେବେ ପୋଲିସ ପବ, କ୍ଲବ ,ହୋଟେଲ, ପାର୍ଲର ଆଦିରେ କଡା ନଜର ରଖିଥିଲେ ମଧ୍ୟ ସେମାନେ ପୋଲିସକୁ ଚକମା ଦେଇ ତାଙ୍କ କାରବାର ସେ କରୁଛନ୍ତି ।
ସୂଚନା ଅନୁସାରେ,ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ଏକ ପବରେ ଦେହ ବ୍ୟବସାୟ ଚାଲିଥିବା ଜଣେ ମହିଳା ଅଭିଯୋଗ କରିଥିଲେ । ମହିଳା ଜଣକ ଥାନାରେ ଅଭିଯୋଗ କରିଥିବା ବେଳେ କହିଛନ୍ତି ଯେ,ଦେହ ବ୍ୟବସାୟ ଚାଲିଥିବା ସମ୍ପର୍କରେ ସେ ସମ୍ପୃକ୍ତ ପବର ଜଣେ କର୍ମଚାରୀଙ୍କୁ ପଚାରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ପବ୍ କର୍ମଚାରୀମାନେ ତାଙ୍କୁ ମାଡ଼ମାରିବା ସହ ତାଙ୍କ ଗହଣା ଓ ମୋବାଇଲ୍ ଛଡ଼ାଇ ନେଇଥିଲେ। ମହିଳାଙ୍କ ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
https://onakhabar.com/2019/12/03/rape-case-34/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking