33.1 C
Bhubaneswar
Monday, May 6, 2024
Homeକରୋନା ଓଡିଶାଶ୍ରୀମନ୍ଦିର ସେବାୟତଙ୍କ ଟିକାକରଣ ଆରମ୍ଭ

ଶ୍ରୀମନ୍ଦିର ସେବାୟତଙ୍କ ଟିକାକରଣ ଆରମ୍ଭ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ଶ୍ରୀମନ୍ଦିର ସେବାୟତଙ୍କ ଟିକାକରଣ । ଏନେଇ ପ୍ରସ୍ତୁତ ସରିଛି । ସକାଳ ୧୦ଟା ସମୟରେ ସେବାୟତମାନଙ୍କୁ ଟିକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରା ଯାଇଛି । ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଖବର ଅନୁଯାୟୀ,  ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆଜିଠାରୁ କୋଭିଡ-୧୯ ଟୀକାକରଣ ଶିବିର ଶୁଭାରମ୍ଭ ହେବ। ସକାଳ ୧୦ ଟା ସମୟରେ ଶ୍ରୀମନ୍ଦିର ସେବାୟତ ମାନଙ୍କୁ କୋଭିଡ ଟିକା ପ୍ରଦାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରା ଯାଇଛି । ଲୋକନାଥ ରୋଡ ପ୍ରତିହାରୀ ନିଯୋଗ  ଠାରେ ଏହି ଟିକାକରଣ ଶିବିର ଅନୁଷ୍ଠିତ ହେବ । ଏହି ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking