31.1 C
Bhubaneswar
Tuesday, April 23, 2024
Homeଓଡିଶାସ୍କୁଟିକୁ ପିଟିଲା ଟ୍ରକ୍‌; ମା’- ଝିଅ ମୃତ

ସ୍କୁଟିକୁ ପିଟିଲା ଟ୍ରକ୍‌; ମା’- ଝିଅ ମୃତ

ଜଗତସିଂହପୁର : ସ୍କୁଟିକୁ ପିଟିଲା ଟ୍ରକ୍‌, ମା’ ଓ ଝିଅ ମୃତ। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଚସାପଡା ଗାଁରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମାଆ ଓ ଝିଅ ସ୍କୁଟିରେ ଜଗତସିଂହପୁର ମେଡିକାଲ ଆସୁଥିବାବେଳେ ଏକ ଇଟା ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଖାତକୁ ଖସିଲା ଯାତ୍ରୀବାହୀ ବସ୍, ୮ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking