28.1 C
Bhubaneswar
Saturday, July 27, 2024
Homeଓଡିଶାସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ

ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ

ବଲାଙ୍ଗିର: ସାଂସଦ ନିରଞ୍ଜନ ବିଶିଙ୍କ କାର୍ ଧକ୍କାରେ ଜଣେ ସ୍କୁଟି ଚାଳକ ମୃତ ହୋଇଥିବା ସୂଚନା । ପାଟଣାଗଡ ତମିଆ ଛକରେ ଦୁର୍ଘଟଣା ହୋଇଥିଲା । ଦୁର୍ଘଟଣା ବେଳେ ଗାଡିରେ ନଥିଲି କହିଲେ ସାଂସଦ ବିଶି । ଡ୍ରାଇଭର ଜଣକ ଗାଡି ଚଳାଇ ଘରକୁ ଯାଉଥିଲା ବେଳେ ଦୁର୍ଘଟଣା ହୋଇଥିବା ଖବର ସାମ୍ନାକୁ ଆସିଛି ।

ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଦାମୀ କ୍ଷୀର ବିଷୟରେ….

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking