31.1 C
Bhubaneswar
Thursday, April 30, 2026
Homeଓଡିଶାଭାଜପା ଉପରେ ବର୍ଷିଲେ ସୁର ରାଉତରାୟ

ଭାଜପା ଉପରେ ବର୍ଷିଲେ ସୁର ରାଉତରାୟ

ଭୁବନେଶ୍ୱର : ଆଜି ଭାଜପା ଉପରେ ବର୍ଷି ଯାଇଛନ୍ତି ସୁର ରାଉତରାୟ । ଭରଜପା ନେତାମାନେ ବାରମ୍ବାର ଶସ୍ତା ମନ୍ତବ୍ୟ, ଫାଲତୁ ମନ୍ତବ୍ୟ ଦେଉଛନ୍ତି ବୋଲି ସୁରା ରାଉତରାୟ କହିଛନ୍ତି । କେନ୍ଦ୍ରୀୟ ବଜେଟ୍‌ରେ ଓଡ଼ିଶା ପାଇଁ ଟଙ୍କାଟିଏ ନାହିଁ। ସ୍ପେଶାଲ ପ୍ୟାକେଜ କୁଆଡେ ଗଲା। ପୋଲାଭରମ କରି କଣ ଓଡ଼ିଶା ବୁଡାଇବ କି ବୋଲି ସେ ଭାଜପାକୁ ପ୍ରଶ୍ନ କରିଛନ୍ତି। ବିହାର ଆଉ ଆନ୍ଧ୍ର ୧୦-୧୫ ଏମ୍‌ପି ଦେଇଛନ୍ତି। ଆମେ ୨୦ ଏମ୍‌ପି ଦେଇଛୁ, ମାତ୍ର ଭାଜପା ବଜେଟରେ ଆମକୁ କିଛି ଦେଇ ନାହିଁ। ପର୍ଯ୍ୟଯନ ବିକାଶ କରାଯିବ ବୋଲି ବଜେଟ୍‌ରେ ଘୋଷଣାକୁ ନେଇ ସୁର କହିଛନ୍ତି ତୁମେ କଣ ଏଠାରେ ପର୍ଯ୍ୟଟନର ଉନ୍ନତି କରିବ। ଆମର ଏଠି ପୂର୍ବରୁ ପର୍ଯ୍ୟଟନସ୍ଥଳୀ ଅଛି। ଓଡି଼ଶାରୁ ୨୦ଟି ଏମ୍‌ପି ନେଇ ଓଡ଼ିଶାକୁ ଭାଜପା ଧୋକା ଦେଇଛି ବୋଲି ସୁର ରାଉତ ରାୟ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking