20.1 C
Bhubaneswar
Tuesday, February 27, 2024
Homeଓଡିଶାମୁଖ୍ୟମନ୍ତ୍ରୀ ଭତ୍ତାକୁ ନା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୁଖ୍ୟମନ୍ତ୍ରୀ ଭତ୍ତାକୁ ନା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଆକାରରେ ପ୍ରଦାନ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ନଗଦ ପ୍ରଦାନ ନତଷ୍ପତ୍ତିରେ ପନର୍ବିଚାର କରିବାକୁ ଚିଠି ଲେଖିଲେ ଧର୍ମେନ୍ଦ୍ର । ନଗଦ ବ୍ୟବସ୍ଥା ଦ୍ୱାରା ଦୁର୍ନୀତି ଓ ହେରଫେର ନଜିର ଥିବା ଜଣାଇଲେ କେନ୍ଦ୍ରମନ୍ତ୍ରୀ । ବ୍ୟାଙ୍କ ମିତ୍ର, ଡାକ ଓ ଜନସେବା କେନ୍ଦ୍ରର ଉପଯୋଗ କରିବାକୁ ପରାର୍ମଶ ।

ସାଂସଦଙ୍କ କାର୍ ଧକ୍କାରେ ସ୍କୁଟି ଚାଳକ ମୃତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking