ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଦାମୀ କ୍ଷୀର ବିଷୟରେ….

ନୂଆଦିଲ୍ଲୀ: ପ୍ରତ୍ୟେକ ଦିନ ପ୍ରାୟ ସମସ୍ତଙ୍କ ଘରକୁ କ୍ଷୀର ଆସିଥାଏ । ୬୦-୭୦ ଟଙ୍କାରେ କୌଣସି ବି ଦୋକାନରେ ସହଜରେ ଉପଲବ୍ଧ ହୋଇଥାଏ କ୍ଷୀର । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ କ୍ଷୀର ବିଷୟରେ କହିବୁ, ଯାହା ସବୁଠାରୁ ମହଙ୍ଗା । ଯାହାର ଦାମ୍‌ ଶୁଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ଆପଣ ସେହି କ୍ଷୀର କିଣିବା ପୂର୍ବରୁ ୧୦୦ ଥର ଭାବିବେ ।ଆପଣ କେବେ ଚିନ୍ତା କରିଛନ୍ତି କି କୌଣସି ଏକ ପଶୁର … Continue reading ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ଦାମୀ କ୍ଷୀର ବିଷୟରେ….