32.1 C
Bhubaneswar
Thursday, May 2, 2024
Homeଓଡିଶାଆସନ୍ତାକାଲି ଦିନ ୧ଟାରୁ ସ୍କୁଲ୍‌, କଲେଜ ଛୁଟି; ହକି ଉଦଘାଟନୀ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଆସନ୍ତାକାଲି ଦିନ ୧ଟାରୁ ସ୍କୁଲ୍‌, କଲେଜ ଛୁଟି; ହକି ଉଦଘାଟନୀ ପାଇଁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ ଘୋଷଣା । କାଲି ଦିନ ୧ଟାରୁ ବନ୍ଦ ହେବ ସ୍କୁଲ । କାଲି ଗୋଟିଏ ଦିନ ପାଇଁ ଏହି ସୂଚନା ଦିଆଯାଇଛି । ପିଲାମାନେ ହକି ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବେ ବୋଲି ଏହି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟକୁ ଫେରିବ ବିଜୁବାବୁଙ୍କ ଡାକୋଟା ବିମାନ; ରାଜଧାନୀରେ ହେବ ଭବ୍ୟ ସ୍ୱାଗତ

ସୂଚନା ମୁତାବକ, ଆସନ୍ତାକାଲି ହେଉଛି ପୁରୁଷ ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ। ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମରେ ଆୟଜନ ହୋଇଛି ଉଦ୍‌ଘାଟନୀ ଉତ୍ସବ । ଏହା ପୂର୍ବରୁ ଏହି ଉଦଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି କଟକ ସହରରେ ଥିବା ସମସ୍ତ ସ୍କୁଲ୍‌, କଲେଜ ଗୁଡ଼ିକୁ ଦିନ ୧ଟାରୁ ଛୁଟି କରି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଥିଲେ। ତେବେ ରାଜ୍ୟ ସରକାର ଏବେ ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking