29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଜାନୁୟାରୀ ୧୫ ତାରିଖରୁ କଟିବ ଇ-ଚାଲାଣ; ଜଲଦି ବଦଳାନ୍ତୁ ନମ୍ବର ପ୍ଲେଟ

ଜାନୁୟାରୀ ୧୫ ତାରିଖରୁ କଟିବ ଇ-ଚାଲାଣ; ଜଲଦି ବଦଳାନ୍ତୁ ନମ୍ବର ପ୍ଲେଟ

ଭୁବନେଶ୍ୱର: ଶେଷ ହେଲା ସମୟ ସୀମା ଏବେ ହାଇ ସୁକ୍ୟୁରିଟି ନମ୍ବର ପ୍ଲେଟ୍ ନଥିଲେ କଟିବ ଚାଲାଣ । ଯେଉଁ ଗାଡ଼ି ଗୁଡ଼ିକରେ ଏଚ୍‌ଏସ୍‌ଆର୍‌ପି ନଥିବା ଜାନୁଆରୀ ୧୫ରୁ ସେଗୁଡ଼ିକର ଚାଲାଣ କଟିବ । ସୂଚନା ଅନୁସାରେ ଗାଡ଼ିର ଶେଷ ନମ୍ବର ୧ରୁ ୬..ଯାଏଁ ଆସନ୍ତା ୧୫ରୁ ଚାଲାଣ କଟିବ ।

ସେହିପରି ଜାନୁଆରୀ ୩୧ରେ ଶେଷ ନମ୍ବର ୭ ଏବଂ ୮ର ମଧ୍ୟ ସମୟସୀମା ଶେଷ ହେଉଛି । ସେହିପରି ଫେବୃଆରୀ ୨୮ରେ ଶେଷ ନମ୍ବର ୯ ଓ ୦ର ଅବଧୀ ଶେଷ ହେଉଛି । ପ୍ରାୟ ଦୁଇଥର ନମ୍ବର ପ୍ଲେଟ୍ ବଦଳାଇବାକୁ ସମୟସୀମା ଘୁଞ୍ଚାଇବା ପରେ ଏବେ ରାଜ୍ୟ ପରିବହନ ବିଭାଗ ଚାଲାଣ କାଟିବାକୁ ଯାଉଛନ୍ତି । ୨୦୧୯, ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡ଼ି ପାଇଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ (ଏଚଏସଆରପି) ଲଗାଇବା ବାଧ୍ୟତାମୂଳକ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking