ରାଜ୍ୟକୁ ଫେରିବ ବିଜୁବାବୁଙ୍କ ଡାକୋଟା ବିମାନ; ରାଜଧାନୀରେ ହେବ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ଡାକୋଟା ଖୁବଶୀଘ୍ର ଓଡ଼ିଶା ଫେରିବ । ଏନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କଲିକତାଠାରେ ଦୀର୍ଘବର୍ଷ ଧରି ରହିଥିବା ଡାକୋଟାକୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ରାଜ୍ୟକୁ ଅଣାଯିବ । ଐତିହାସିକ ଡାକୋଟା ରାଜ୍ୟକୁ ଫେରିବା ପରେ ରାଜ୍ୟବାସୀ ବିଜୁଙ୍କ ଅନେକ ଗୌରବମୟ ଇତିହାସ ସମ୍ପର୍କରେ ଅବଗତ ହୋଇ ପାରିବେ । ତେବେ ସୂଚନା ମୁତାବକ, ବିଜୁଙ୍କ ଡାକୋଟା … Continue reading ରାଜ୍ୟକୁ ଫେରିବ ବିଜୁବାବୁଙ୍କ ଡାକୋଟା ବିମାନ; ରାଜଧାନୀରେ ହେବ ଭବ୍ୟ ସ୍ୱାଗତ